Browsing Tag

Baleshwar

ସେଜଲ ପ୍ରେମିକ ଅମରକୁ ଉଠାଇ ନେଲା ପୋଲିସ, ବାଲେଶ୍ଵର ନାରୀ ସଂଘ ଶକ୍ତୀ ସଦନରୁ ଉଠାଇ ନେଲା

ବାଲେଶ୍ୱର : ସେଜଲ ଜନର ପ୍ରେମିକ ଅମରକୁ ଉଠାଇ ନେଲା ସହଦେବ ଖୁଣ୍ଟା ଥାନା ପୋଲିସ । ବାଲେଶ୍ଵର ନାରୀ ସଂଘ ଶକ୍ତୀ ସଦନରୁ ଉଠାଇ ନେଲା ପୋଲିସ । ପ୍ରେମିକ ଅମର ସେଜଲଙ୍କ ପାଳିତ ମାଆ ସୁଶି ଜନଙ୍କୁ ବିଭିନ୍ନ ସମୟରେ ବ୍ଲାକମେଲ କରିଥିବା ସୂଚନା ରହିଛି । ନିଜ ମାଉସୀ ଆକାଉଣ୍ଟ ନମ୍ବର ଦେଇ ଏକ କୋଟି…

ସରକାରଙ୍କ ସହଯୋଗ କାମନା କରିଛନ୍ତି : ଜ୍ୟୋତିପ୍ରକାଶଙ୍କ ବାପା

ବାଲେଶ୍ୱର: ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀଙ୍କୁ ବଞ୍ଚାଇବାକୁ ଆହତ ଛାତ୍ରଙ୍କ ଜ୍ୟୋତିପ୍ରକାଶଙ୍କର କଟକ ଏସସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା ଚାଲିଛି ।  ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଅଛି । ଜ୍ୟୋତିପ୍ରକାଶ ଠିକ୍ ଠାକ୍ କଥାବାର୍ତ୍ତା କରିପାରୁଛନ୍ତି । …

ବାତ୍ୟା ପାଇଁ ପ୍ରସ୍ତୁତି, ଦିନ ୧୧ଟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ କରିବାକୁ ବାଲେଶ୍ବର ଜିଲ୍ଲାପାଳଙ୍କ…

ବାଲେଶ୍ଵର : ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଦାନା' । ଓଡିଶା ଉପକୂଳର କେନ୍ଦ୍ରାପଡାର ଭିତରକନିକା ଓ ଭଦ୍ରକର ଧାମରା ମଧ୍ୟରେ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା  । ଏହାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରୁଛି ବାଲେଶ୍ବର…

ଭିଜିଲାନ୍ସ ଜାଲରେ ବାଲେଶ୍ବର ଡିଇଓ ଅଫିସର କନିଷ୍ଠ କିରାଣୀ, ୬ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ

ବାଲେଶ୍ବର :  ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ ।  ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ ଦାସ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ୬ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ । ବାଲେଶ୍ବର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି…

ପ୍ରଚଣ୍ଡ ଶବ୍ଦରେ ପୁଣି ଥରିଲା ବାଲେଶ୍ବର, ଲୋକେ ଭୟଭୀତ

ବାଲେଶ୍ବର (କେନ୍ୟୁଜ): ପ୍ରଚଣ୍ଡ ଶବ୍ଦରେ ପୁଣି ଥରିଲା ବାଲେଶ୍ବର। ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଆଜି ଦିନ ୧୧ଟା ବେଳେ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା । ଶବ୍ଦ ଏତେ ଜୋର ଥିଲା ଯେ ଭୟର ବାତାବରଣ ଖେଳି ଯାଇଥିଲା । ଶବ୍ଦ ସମୟରେ ଘରର କବାଟ ଝରକା ଥରି ଉଠିଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ…

ଦୁଇ ଦିନିଆ ବାଲେଶ୍ଵର ଗସ୍ତରେ ଆସିବେ ଅଶ୍ବିନୀ ବୈଷ୍ଣବ, ରେମୁଣାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଦେବେ ଯୋଗ

ବାଲେଶ୍ଵର (କେନ୍ୟୁଜ): ପୁଣି ଆସିବେ ଅଶ୍ବିନୀ ବୈଷ୍ଣବ। ଆସନ୍ତା ୧୩ ଓ ୧୪ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୁଇ ଦିନିଆ ବାଲେଶ୍ଵର ଗସ୍ତ ରହିଛି । ପ୍ରଥମେ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ଦର୍ଶନ କରିବେ। ପରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରେମୁଣା ରେ ଏକ…

ଜର୍ମାନୀ ବର ସହ ହାତଗଣ୍ଠି ପଡିଲା ବାଲେଶ୍ଵର କନ୍ୟାଙ୍କର, ସାତଦରୀଆ ପାରିର ପ୍ରେମ

ବାଲେଶ୍ଵର (କେନ୍ୟୁଜ): ପ୍ରେମ ଆଗରେ ଜାତି ,ଧର୍ମ ଓ ବର୍ଣ୍ଣ ସବୁ କିଛି ତୁଚ୍ଛ । ଆଉ ସେୟା ହିଁ ହୋଇଥିଲା । ବର ଥିଲେ ଜଣେ ଜର୍ମାନ ନାଗରିକ ଆଉ କନ୍ୟା ଥିଲେ ବାଲେଶ୍ଵର ଝିଅ । ମାନବ ବାଦର ବିଚାର ଆଗରେ ଜାତି, ଧର୍ମ, ବର୍ଣ୍ଣ ସବୁ କିଛି କୁ ତୁଚ୍ଛ କରି ଉଭୟ ପରିବାରର ସମ୍ମତି କ୍ରମେ ପ୍ରେମର…