Browsing Tag

Balochistan

ପାକିସ୍ତାନ : ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡ, ୧୦ ମୃତ

ଦିନ ଦ୍ୱିପ୍ରହରରେ ଆତତାୟୀଙ୍କ ବର୍ବରତା । ପାକିସ୍ତାନର ବେଲୁଚିସ୍ତାନର ନୌସିକ ପାଖରେ ଅଜଣା ବନ୍ଧୁକଧାରୀ ୧୦ ଜଣଙ୍କୁ ହତ୍ୟା କରିଛନ୍ତି । ଏମାନେ ବସ୍‌ରେ ଯାଉଥିବା ବେଳେ ଅଜଣା ବନ୍ଧୁକଧାରୀ ସେମାନଙ୍କୁ ବସ୍‌ରୁ ଡାକି ଆଣି ଗୁଳିକରିଛନ୍ତି । ବସରେ ଥିବା ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ଏମାନେ…

ବଲୁଚିସ୍ତାନରେ ଆତଙ୍କ, ୬ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ବନ୍ଧୁକଧାରୀ

ବଲୁଚିସ୍ତାନରେ ଆତଙ୍କ। ଏଠାରେ କାର୍ଯ୍ୟରତ ୬ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବନ୍ଧୁକଧାରୀ। ବଲୁଚିସ୍ତାନର ଶ୍ରମିକ ଏବଂ ନାଗରିକମାନଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି ଅଜଣା ବନ୍ଧୁକଧାରୀ। ଏବେ ପୁଣିଥରେ ସେମାନେ କିଛି ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି। ପାକିସ୍ତାନର ଦକ୍ଷିଣ-ପଶ୍ଚିମ…

ପାକିସ୍ତାନ: ରିମୋଟ୍‌ ଦ୍ୱାରା ଗାଡ଼ି ବିସ୍ଫୋରଣ କଲେ ଆତଙ୍କବାଦୀ, ୟୁନିୟନ କାଉନ୍‌ସିଲ ଅଧ୍ୟକ୍ଷଙ୍କ ସମେତ ୭ ମୃତ

ପାକିସ୍ତାନରେ ସୋମବାର ରାତିରେ ଏକ ବଡ଼ ଆତଙ୍କୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ରିମୋଟ୍‌ କଣ୍ଟ୍ରୋଲ୍‌ ମାଧ୍ୟମରେ ଏକ ଗାଡ଼ିକୁ ଉଡ଼ାଇ ଦେଇଛନ୍ତି, ଯେଉଁଥିରେ ବଲାଗାତର ୟୁନିୟନ କାଉନ୍‌ସିଲ ଅଧ୍ୟକ୍ଷଙ୍କ ସମେତ ୭ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଏହି ଘଟଣା ବଲୁଚିସ୍ତାନର ପଞ୍ଜଗୁର ଜିଲ୍ଲାରେ…

ବେଲୁଚିସ୍ତାନରେ ବିଦ୍ରୋହକୁ ନିଜେ ପ୍ରତିହତ କରିପାରୁନି, ଚୀନ୍‌ ଡ୍ରୋନ୍‌ ବ୍ୟବହାର କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ବେଲୁଚିସ୍ତାନରେ ବିଦ୍ରୋହକୁ ପ୍ରତିହତ କରିବା ପାଇଁ ପାକିସ୍ତାନ ସେନା ଚୀନ ଡ୍ରୋନ (ସିଏଚ୍‌-୪ବି)କୁ ବ୍ୟବହାର କରୁଛି। ବେଲୁଚି ବିଦ୍ରୋହୀଙ୍କ ବିରୋଧରେ ଯୁଦ୍ଧବିମାନ ଓ ସଶସ୍ତ୍ର ହେଲିକପ୍ଟର ବ୍ୟବହାର କରୁଛି ପାକିସ୍ତାନ ସେନା। ଚଳିତ ମାସ ଆରମ୍ଭରେ ଏକ ବଡ଼ ଧରଣର ସାମରିକ ଆକ୍ରମଣ…