ଶେଷରେ GRSଙ୍କ ଘର ବି ଛାଡିଲେଣି, ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା
ଶେଷରେ GRSଙ୍କ ଘର ବି ଛାଡିଲେଣି ଏହି ଲୁଟେରା । ଦିନ ଆଲୋକରେ ଘରେ ବୁଲାଇଲେ କଳାକନା । ଯେଉଁଠି ଦେଖିବ ଚାରିଆଡ଼େ ଲୁଟର ଖବର । ଦିନ ରାତି କିଛି ମାନୁ ନାହାନ୍ତି ଲୁଟେରା । କେଉଁଠି ଦିନ ଦ୍ୱିପ୍ରହରରେ ଦୋକାନ ବଜାରରେ ଲୁଟ୍ କରୁଛନ୍ତି ତ କେଉଁଠି ବିଳମ୍ବିତ ରାତିରେ ସବୁ ଶୋଇଗଲା ପରେ ଘରେ…