Browsing Tag

barunei

ଦୀର୍ଘ ୭ ବର୍ଷ ପରେ ପଡ଼ିଛି ମହାବାରୁଣେଇ ସ୍ନାନ, ଲାଗିଛି ଭକ୍ତଙ୍କ ଭିଡ଼

ନୟାଗଡ (କେନ୍ୟୁଜ): ଜଗନ୍ନାଥଙ୍କ ଆଦିପୀଠ ରୂପେ କଣ୍ଟିଲୋର ନୀଳମାଧବ ପୀଠର ମହତ୍ୱ ରହିଛି । ମହାନଦୀ କୂଳେ ପ୍ରଭୁ ନୀଳମାଧବ ବିରାଜ ମାନ । ତେବେ ଦୀର୍ଘ ୭ ବର୍ଷ ପରେ ପଡିଛି ମହାବାରୁଣେଇ ସ୍ନାନ । ଏନେଇ ଜଗନ୍ନାଥଙ୍କ ଆଦିପୀଠ ହୋଇପଡ଼ିଛି ଚଳଚଞ୍ଚଳ । ରାଜ୍ୟ ଓ ରାଜ୍ୟ ବାହାରୁ ଲାଗିଛି ଭକ୍ତଙ୍କ…

ଜଳୁଛି ଜଙ୍ଗଲ, ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଣ୍ଡବ ଗୁମ୍ଫା ନିକଟରେ ଲାଗିଛି ନିଆଁ

ଖୋର୍ଦ୍ଧା (କେନ୍ୟୁଜ୍‌) : ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ଲାଗିଲା ନିଆଁ । ପାହାଡ଼ରେ ଥିବା ପାଣ୍ଡବ ଗୁମ୍ଫା ଅଞ୍ଚଳରେ ନିଆଁ ଲାଗିଛି । ୫୦୦ ମିଟର ଭିତରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ । କୌଣସି ଦୁର୍ବୃତ୍ତ ପଣ୍ଡାବ ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ନିଆଁ ଲାଗେଇଥିବା ନେଇ ସନ୍ଦେହ କରାଯାଉଛି ।…