Below header
Browsing Tag

bcci

ମୋ ପାଖରେ କୌଣସି ରୋଜଗାର ନାହିଁ, ବିସିସିଆଇ ଦେଉଥିବା ପେନସନରେ ମୋ ଘର ଚଳୁଛି: ବିନୋଦ କାମ୍ବଲି

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଏବେ ଆର୍ଥିକ ଅଭାବରେ ଦିନ କାଟୁଛନ୍ତି। ତାଙ୍କ ପାଖରେ କୌଣସି ରୋଜଗାର ନାହିଁ। କେବଳ ପେନସନ ସାହାରାରେ ନିଜର ଏବଂ ପରିବାରର ପ୍ରତିପୋଷଣ କରୁଛନ୍ତି। କାମ୍ବଲି ନିଜେ ଏକ ଇଣ୍ଟରଭ୍ୟୁରେ ଏକଥା ଖୁଲାସା କରିଛନ୍ତି। ବିସିସିଆଇ ପକ୍ଷରୁ…

ଆଉ ବିସିସିଆଇ ସ୍ପନସରସିପ ଦାୟିତ୍ୱରେ ରହିବନି PayTM, Mastercardକୁ ମିଳିଲା ନୂଆ ଦାୟିତ୍ୱ

ଟିମ ଇଣ୍ଡିଆର ସ୍ପନସରସିପ ଦାୟିତ୍ୱରେ PayTM ର ଆଉ ରହିବ ନାହିଁ । ବିସିସିଆଇ ଟାଇଟଲ ସ୍ପନସରର ଦାୟିତ୍ୱ ପେଟିଏମ ସ୍ଥାନରେ ମାଷ୍ଟରକାର୍ଡ଼ (Mastercard)କୁ ଦେଇଥିବା ଜଣାଯାଇଛି । ଅନେକ ପୂର୍ବରୁ ବିସିସିଆଇ ସହିତ ପେଟିଏମ ନିଜ ସମ୍ପର୍କ ଛିନ୍ନ କରିଥିବା ନେଇ ଜଣାଯାଇଛି । ଏବେ ଭାରତରେ ହେବାକୁ…

ଟିକେଟ୍‌ ନ ମିଳିବାରୁ ଖେଳାଳିଙ୍କ ଗସ୍ତ ପାଇଁ ପୂରା ଫ୍ଲାଇଟ୍‌ ବୁକିଂ କଲା ବିସିସିଆଇ; ଖର୍ଚ୍ଚ ହେଲା ଏତେ କୋଟି

ଭାରତୀୟ କ୍ରିକେଟ୍‌ ଟିମ୍‌ ୩ଟି ଦିନିକିଆ ଓ ୫ଟି ଟି୨୦ ସିରିଜ୍‌ ଖେଳିବା ପାଇଁ ୱେଷ୍ଟ ଇଣ୍ଡିଜ୍‌ରେ ପହଞ୍ଚିଛି। ଶିଖର ଧଓ୍ଵନ ଓ ପୂରା ଟିମ୍‌ ଜୁନ୍‌ ୨୨ରେ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବେ। ଇତି ମଧ୍ୟରେ ଖବର ଆସୁଥିଲା ଯେ ଭାରତୀୟ ଟିମ୍‌କୁ ଇଂଲଣ୍ଡରୁ ପୋର୍ଟ…

ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମରେ ପହଞ୍ଚିଲେ କ୍ୟାପଟେନ କୁଲ୍‌, BCCI ସେୟାର କଲା ଫଟୋ

ଏଜବାଷ୍ଟନରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟି-୨୦ ମ୍ୟାଚ ଜିତିସାରିଛି। ଏହି ମ୍ୟାଚ ଜିତି ଟିମ୍‌ ଇଣ୍ଡିଆ ସିରିଜ ବିଜୟ କରିସାରିଛି। ଏହାପରେ ଆଜି ୩ୟ ଟି-୨୦ ଖେଳି କ୍ଲିନ୍‌ ସୁଇପ ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ଏହା ମଧ୍ୟରେ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମରେ ପହଞ୍ଚିଛନ୍ତି କ୍ୟାପଟେନ କୁଲ୍‌…

ବିସିସିଆଇକୁ ଚ୍ୟାଲେଞ୍ଜ କରିବ ପାକିସ୍ତାନ କ୍ରିକେଟ ବୋର୍ଡ, ଆଇସିସି ସାମ୍ନାରେ ଉଠାଇବ ଆଇପିଏଲ୍‌ ପ୍ରସଙ୍ଗ

ପାକିସ୍ତାନ କ୍ରିକେଟ୍ ବୋର୍ଡ ବିସିସିଆଇକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଦେଇଛି। ଆଇପିଏଲ୍‌ ଭଳି ଆଇସିସି ଫ୍ୟୁଚର ଗୁରସ ପ୍ରୋଗାମକୁ ମାତ୍ର ଅଢେଇ ମାସ ସମୟ ମିଳୁଛି। ଯାହାକୁ ଦେଇ ପାକିସ୍ତାନ କ୍ରିକେଟ ବୋର୍ଡ ସ୍ୱର ଉତ୍ତୋଳନ କରିଛି। ୨୦୧୪ରେ ଆଇପିଏଲ୍‌ ୮ଟି ଟିମ୍‌ ଖେଳୁଥିଲା। ଏବେ ଆଉ ଦୁଇଟି…

ଆୟରଲାଣ୍ଡ ଟୁର ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଉପହାର ଦେଲା ବିସିସିଆଇ, ମିଳିଲା ୩ ଦିନିଆ ବ୍ରେକ

ଆୟରଲାଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ମିଳିଛି ବଡ ଉପହାର। ଟିମ୍‌ ଇଣ୍ଡିଆକୁ ଏହି ଉପହାର ଦେଇଛି ବିସିସିଆଇ। ସାଉଥ ଆଫ୍ରିକା ଟି-୨୦ ସିରିଜ ପରେ ଏବେ ଆୟରଲାଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ । ତେବେ ଆୟରଲାଣ୍ଡ ଯିବା ପୂର୍ବରୁ ଦଳକୁ ୩ ଦିନର ଏକ ଛୋଟ ବ୍ରେକ ଦିଆଯିବା ନେଇ ନିଷ୍ପତ୍ତି ନେଇଛି…

ଲଣ୍ଡନରେ ପହଞ୍ଚିଲା ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଥିବା ଟିମ୍‌ ଇଣ୍ଡିଆ, ଅଭ୍ୟାସ ଆରମ୍ଭ କଲା

ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଗୁରୁବାର ଦିନ ଭାରତୀୟ ଟିମ୍‌ ଖେଳାଳି ଇଂଲଣ୍ଡରେ ପହଞ୍ଚିବା ପରେ ଆଜି ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି। ଇଂଲଣ୍ଡରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବା ପରେ ଟିମ୍‌ ଇଣ୍ଡିଆ ଲିମିଟେଡ୍‌…

ଆଇପିଏଲ୍‌ ମିଡିଆ ରାଇଟ୍ସ ନିଲାମୀ, ବିସିସିଆଇକୁ ମିଳିବ ୫୦-୬୦ କୋଟି ଟଙ୍କା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆଇପିଏଲ୍‌ର ଆଗାମୀ ୫ ବର୍ଷ ପାଇଁ ମିଡିଆ ରାଇଟସ୍‌ର ନିଲାମୀ କରିଛି। ଆଇପିଏଲ ମିଡିଆ ରାଇଟ୍ସ ପାଇଁ ଇ-ନିଲାମୀ ମୁମ୍ବାଇରେ ରବିବାର ଜୁନ ୧୨ରେ ଆରମ୍ଭ ହୋଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୨୦୨୩-୨୭ ପାଞ୍ଚ ବର୍ଷ ପାଇଁ…

ଆଇପିଏଲ୍‌ ପିଚ୍‌ କ୍ୟୁରେଟର ଏବଂ ଗ୍ରାଉଣ୍ଡସମ୍ୟାନ ପାଇଁ ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ, ଜଣକୁ ମିଳିବ ୨୫ ଲକ୍ଷ

IPL 2022 ଶେଷ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟରେ ହରାଇଛି। ଏବେ ବିସିସଆଇ ଆଇପିଏଲ୍‌ ୨୦୨୨ର ପିଚ୍‌ କ୍ୟୁରେଟର ଏବଂ ଗ୍ରାଉଣ୍ଡସମ୍ୟାନ ପାଇଁ ପୁରସ୍କାର ରାଶି ବର୍ଷା କରିଛନ୍ତି। ଏହାର ଘୋଷଣା ବିସିସିଆଇ ସଚିବ ଜୟ ଶାହ…

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କିଣିଲେ ନୂଆ ଘର, ଛାଡିଲେ ୪୮ ବର୍ଷର ପୁରୁଣା ପୈତୃକ ଘର

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବେ କୋଲକାତାରେ ଏକ ନୂଆ ବଙ୍ଗଳା କିଣିଛନ୍ତି । ସୌରଭ ଗାଙ୍ଗୁଲି ଓ ତାଙ୍କ ପରିବାର ନିଜ ୪୮ ବର୍ଷର ପୁରୁଣା ପୈତୃକ ଘର ଛାଡ଼ି କୋଲକାତାରେ ଏକ ନୂଆ ବଙ୍ଗଳାକୁ ସିଫ୍ଟ ହେବେ। ଆଉ ଏହି ନୂଆ ଘରର ଦାମ୍‌…

ବିସିସିଆଇ ଆରମ୍ଭ କଲା IPL 2023ର ପ୍ରସ୍ତୁତି: ବଦଳିବ ମ୍ୟାଚ୍‌ର ସମୟ; କମ୍‌ ହେବ ଡବଲ୍‌ ହେଡର୍‌ ସଂଖ୍ୟା

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ ଶେଷ ହେବାକୁ ଯାଉଛି। ଏହାରି ଭିତରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପରବର୍ତ୍ତୀ ସିଜନ ଅର୍ଥାତ୍‌ IPL 2023 ପାଇଁ ନିଜ ପ୍ରସ୍ତୁତିକୁ ଜୋରଦାର କରି ଦେଇଛି। ୨୦୨୩-୨୦୨୭ ପାଇଁ ଆଇପିଏଲର ମିଡିଆ ରାଇଟ୍ସ କାହାକୁ ମିଳିବ, ତାହା ଏ…