୧୧ ଘଣ୍ଟାରେ ପହଁରି ପହଁରି ଶ୍ରୀଲଙ୍କାରୁ ଯାଇ ଭାରତରେ ପହଞ୍ଚିଲେ ଦମ୍ପତି
ଶ୍ରୀଲଙ୍କାରୁ ଭାରତ ପର୍ଯ୍ୟନ୍ତ ରାମ ସେତୁ ଦେଇ ପାଣିରେ ପହଁରି ପହଁରି ଆସିଲେ ଦମ୍ପତ୍ତି । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଆସିବା ସମ୍ଭବ ନୁହେଁ । ହେଲେ ଏହାକୁ ସମ୍ଭବ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଆଇଟି ପ୍ରଫେସନାଲ୍ ଦାନିଶ ଆବ୍ଦି ଏବଂ ଭ୍ରୁଶାଲି ପ୍ରସାଦେ । ୧୧ ଘଣ୍ଟାରେ ୩୨ କିଲୋମିଟରର…