କାଲି ସୁଦ୍ଧା ଭୁବନେଶ୍ବର ଛାଡ଼ିବେ ପାକିସ୍ତାନୀ ମହିଳା : ଡିସିପି ଭୁବନେଶ୍ୱର
ଭୁବନେଶ୍ବର : ପାକିସ୍ତାନୀ ଭାରତ ଛାଡ଼ିବା ପାଇଁ ଆଜି ସରୁଛି ଡେଡଲାଇନ। ୪୮ ଘଣ୍ଟାର ମହଲତ ପୁରିବା ପରେ ଏବେ ପାକିସ୍ତାନୀଙ୍କୁ ଘାରିଛି ଭାରତ ଛାଡ଼ିବା ଭୟ। ଓଡ଼ିଶାରେ ରହିଛନ୍ତି ୧୨ ପାକିସ୍ତାନୀ। ଭୁବନେଶ୍ବରରେ ଜଣେ ପାକିସ୍ତାନୀ ମହିଳା ନଗମା ୟୁସୁଫଙ୍କୁ ଏବେ ଭାରତ ଛାଡିବାକୁ ନୋଟିସ ଜାରି…