Browsing Tag

bjd

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର, କହିଲେ ଦଳ ଯେଉଁ ଦାୟିତ୍ବ ଦେବ ତୁଲାଇବି

ଭୁବନେଶ୍ୱର : ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର । ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ମାନବ ସମ୍ବଳ ବିଭାଗ ମୁଖ୍ୟ ସଂତୃପ୍ତ ମିଶ୍ର ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ଏହାପରେ ସଂତୃପ୍ତ ମିଶ୍ର ପ୍ରତିକ୍ରିୟାରେ…

କନଫ୍ୟୁଜ୍‌ କରୁଛନ୍ତି ଅରିନ୍ଦମ ! ବିଜେଡିର ସାଧାରଣ ସମ୍ପାଦକ ଥାଇ କେବେ ବିଜେପି ଓ କେବେ କଂଗ୍ରେସ ସହ

କଟକ : କେତେବେଳେ ବିଜେପି ପୁଣି କେତେବେଳେ କଂଗ୍ରେସ ଶିବିରରେ ଓଲିଉଡ୍‌ ଷ୍ଟାର ଅରିନ୍ଦମ । ତାଙ୍କର ଏଭଳି ଗତିକୁ ନେଇ ସେ ପୁଣି ଚର୍ଚ୍ଚାରେ । ସିନେ ତାରକା ତଥା ବିଜେଡିର ସାଧାରଣ ସମ୍ପାଦକ ଅରିନ୍ଦମ ରାଏ ଆଜି କଟକ ବକ୍ସି ବଜାର ଛକରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ,…

ବିଳମ୍ବିତ ରାତିରେ ଶବ ସତ୍କାର ପାଇଁ ପରିବାର ସହ ଛିଡ଼ା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ରାତିଅଧରେ ଚାଲିଗଲା ବୃଦ୍ଧାଙ୍କ ଜୀବନ । ଶେଷ ରୀତିନୀତି ସମ୍ପନ୍ନ କରିବାକୁ ଅସହାୟ ହୋଇପଡ଼ିଥିବା ପରିବାରବର୍ଗଙ୍କ ସହ ଛିଡ଼ା ହେଲା ଓଡ଼ିଶା-ମୋ ପରିବାର । ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ଅଞ୍ଚଳ ତାରିଣୀ ବିଜୁ ଆଦର୍ଶ କଲୋନୀର ଜଣେ ୮୩ ବର୍ଷ ବୟସ୍କା ବୃଦ୍ଧା ଛାୟା ବେହେରା ଗତକାଲି…

ଦିଲ୍ଲୀ ହାଇକୋର୍ଟରେ ବିଜେଡି ବିରୋଧୀ ମାମଲା ଅଗ୍ରାହ୍ୟ

ଦିଲ୍ଲୀ ହାଇକୋର୍ଟରେ ବିଜେଡି ବିରୋଧୀ ମାମଲା ଅଗ୍ରାହ୍ୟ । ବିଜେଡି ବିରୋଧରେ ମାମଲା ଗ୍ରହଣ କଲେନାହିଁ ଦିଲ୍ଲୀ ହାଇକୋର୍ଟ। ସରକାରୀ ଯୋଜନା ପ୍ରୋମୋରେ BJDର ଶଙ୍ଖ ଚିହ୍ନ ବ୍ୟବହାର ନେଇ ବିଜେଡି ବିରୋଧରେ ଅଭିଯୋଗ ହୋଇଥିଲା । ବିଜେପି ନେତା ଯତିନ ମହାନ୍ତିଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ…

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ଦଳରେ ଅବହେଳା ଅଭିଯୋଗ କରି ଦେଲେ ଇସ୍ତଫା

ଭୁବନେଶ୍ବର (କେନ୍ୟୁଜ) : ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳର ସଭାପତିଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଲେ । ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଲେ । ୨୦୧୯…

ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ: ବିଜେଡିରୁ ବହିଷ୍କୃତ ହେଲେ ସମ୍ବଲପୁର ଜିଲ୍ଲା ଉପଦେଷ୍ଟା ପ୍ରମୋଦ ରଥ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଜିଲ୍ଲା ବିଜେଡି ଉପଦେଷ୍ଟା ପ୍ରମୋଦ ରଥ ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ କରାଯାଇଛି । ଏହି ସୂଚନା ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପୂର୍ବରୁ ପ୍ରମୋଦ ରଥଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ…

ବିଜେଡି ଫୋକସରେ ଦୁର୍ବଳ ଆସନ, ମୟୂରଭଞ୍ଜ ଓ ଧାମନଗର ପରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ୍‌): ବିଜେଡି ଫୋକସରେ ଦୁର୍ବଳ ଆସନ । ମୟୂରଭଞ୍ଜ ଜିଲ୍ଲା ଏବଂ ଭଦ୍ରକର ଧାମନଗର ପରେ ଏବେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ବିଜେଡି ନେତା ତଥା ଫାଇଭ ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଯେଉଁ ସବୁ ଆସନରେ ସଫଳତା…

ଆଜି ବିଜେଡି କାର୍ଯ୍ୟକାରିଣୀ ବୈଠକ, ୨୦୨୪ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ବିରାଟ ପ୍ଲାନ୍। ଆଜି ଶଙ୍ଖଭବନରେ ପଡ଼ିବ ମୂଳଦୂଆ। ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ ବସୁଛି । ୩ ବର୍ଷ ପରେ ବିଜେଡିର କାର୍ଯ୍ୟକାରିଣୀ ବସିବାକୁ ଯାଉଛି। ସବୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ…

ଆସନ୍ତାକାଲି ବିଜେଡିର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ

ଆସନ୍ତାକାଲି ବିଜେଡିର ଗୁରୁତ୍ବପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ। ୩ ବର୍ଷ ପରେ ବିଜେଡିର କାର୍ଯ୍ୟକାରିଣୀ ବସିବାକୁ ଯାଉଛି। ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିବ। ୨୦୨୪ ନିର୍ବାଚନ ପାଇଁ ମୂଳଦୂଆ ପଡ଼ିବ । କେଉଁ କେଉଁ ପ୍ରସଙ୍ଗ ଧରି ,…

ଆସନ୍ତା ୧୪ରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ହୋଇପାରେ କିଛି ବଡ଼ ନିଷ୍ପତ୍ତି

ଆସନ୍ତା ୧୪ରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ଆଗକୁ ପାର୍ଟିର ପ୍ରତିଷ୍ଠା ଦିବସ ରହିଛି। ତା ପୂର୍ବରୁ ରାଜ୍ୟ କାର୍ଯ୍ୟକାରଣୀ ବୈଠକ ବସିବାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ…

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା, ଶୁଭାରମ୍ଭ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା। ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀରୁ ରାଜ୍ୟବ୍ୟାପୀ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବଡଗଡ଼ ବ୍ରିଟ୍ କଳିଙ୍ଗ ବିଜୁ ଆଦର୍ଶ କଲୋନୀରେ ପଦଯାତ୍ରାରେ ସାମିଲ ହୋଇଥିଲେ ନବୀନ। ନେତାଜୀ…

ବିଜେଡିର ବଡ଼ ଆକ୍ସନ : ଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା

ଭୁବନେଶ୍ୱର (କେନ୍ୟୁଜ): ବିଜେଡିର ବଡ଼ ଆକ୍ସନ । ଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଏଥିସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ମଧ୍ଯ ବହିଷ୍କାର ହୋଇଛନ୍ତି। ତାଙ୍କୁ ବହିଷ୍କାର କରିଛି ବିଜେଡି । ଦଳରୁ ବହିଷ୍କାର ନେଇ ନିଜେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ…