ସଇତାନ ଗୁଣିଆର କାରନାମା, ଗୁଣି ଗାରେଡ଼ିକୁ ବିରୋଧ କରିବାରୁ ଯୁବକକୁ ଗୋଡ଼ାଇ ହାଣିଲା
କଣ୍ଟାମାଳ : ସଇତାନ ଗୁଣିଆର କାରନାମା । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡାଇ ଯୁବକକୁ ହାଣିଲା ପିଶାଚ ଗୁଣିଆ । ବୌଦ୍ଧ ଜିଲ୍ଲା ମନୁମୁଣ୍ଡା ଥାନା ତାଳପଦର ଗାଁର ଅଭାବନୀୟ ଘଟଣା । ଗାଁର କାର୍ତ୍ତିକ ଜାନୀ ଗୁଣି ଗାରେଡ଼ି କରୁଥିବା ବେଳେ ଏହାକୁ ଗାଁର ରାକେଶ ସେଠୀ ବିରୋଧ କରିଥିଲେ । ଗୁଣି…