ବିଏମସି କମିଶନର ଭାବେ ଦାୟିତ୍ବ ନେଲେ ଚଞ୍ଚଲ ରାଣା, ସମସ୍ତ ଅଧିକାରୀଙ୍କ ସହ କଲେ ବୈଠକ
ଭୁବନେଶ୍ୱର : ବିଏମସି କମିଶନର ଭାବେ ଦାୟିତ୍ବ ନେଲେ ଚଞ୍ଚଲ ରାଣା । ୧୭ତମ ବିଏମସି କମିଶନର ଭାବେ ନେଲେ ଦାୟିତ୍ବ । ଭାରପ୍ରାପ୍ତ କମିଶନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ଆଜି ପ୍ରଥମ ଦିନରେ ବିଏମସିର ବିଭିନ୍ନ ଅଧିକାରୀଙ୍କ ସହ ବୈଠକ ହୋଇଥିଲା । ରଥଯାତ୍ରା ଅଘଟଣ…