Browsing Tag

boat tragedy

କାନ୍ଦ ବୋବାଳିରେ ଫାଟିଲା ଅଂଜେରପାଲି ଗାଁ ଶ୍ମଶାନ, ଏକା ସାଙ୍ଗରେ ଜଳିଲା ୮ଜଣଙ୍କ ଜୁଇ

ବରଗଡ/ ଝାରୁସୁଗୁଡା(କେନ୍ୟୁଜ୍): ମହାନଦୀରେ ଯାତ୍ରା ପାଲଟିଲା ମହାଯାତ୍ରା । ଝାରସୁଗୁଡ଼ା ଲଖନପୁରରେ ମହାନଦୀରେ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ୮ଜଣଙ୍କ ମୃତଦେହ ଉଦ୍ଧାର ହେବାପରେ ଛତିଶଗଡ଼ ରାଜ୍ୟ ରାୟଗଡ ଜିଲ୍ଲାର ଅଂଜେରପାଲି ଠାରେ ୮ଟି ମୃତଦେହ ପହଁଚିଥିଲା । ଏହା ପରେ ସେଠାରେ ସମସ୍ତ ମୃତକଙ୍କ…

ମହାନଦୀ ବୋଟ୍ ଟ୍ରାଜେଡି, ଉଦ୍ଧାର ହେଲା ସମସ୍ତ ୮ ନିଖୋଜଙ୍କ ମୃତଦେହ

ଝାରସୁଗୁଡ଼ା (କେନ୍ୟୁଜ): ମହାନଦୀ ଲଖନପୁର ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି। ଉଦ୍ଧାର ହେଲା ସମସ୍ତ ୮ ନିଖୋଜଙ୍କ ମୃତଦେହ। ୩ ଶିଶୁ ଓ ୫ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଛତିଶଗଡ଼ ଅତରଲିଆ ଅଞ୍ଚଳର ୫୦ ଜଣ ବୋଟରେ ବରଗଡ଼ ଆମ୍ବାଭୋନାର ପଥରସିନୀକୁ ଆସିଥିଲେ।…

ଡଙ୍ଗା ବୁଡ଼ି ଘଟଣା: ୩ ନିଖୋଜଙ୍କୁ ଉଦ୍ଧାର ପାଇଁ ସକାଳୁ ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍

ପାରାଦୀପ (କେନ୍ୟୁଜ୍): ପାରାଦୀପ ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ୩ ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଜାରି ରହିଛି । ନେହେରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଗତକାଲି ଡଙ୍ଗା ବୁଡ଼ି ଯାଇଥିଲା । ଏଥିରୁ ୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ବାକି ୩ ଜଣ ନିଖୋଜ ଅଛନ୍ତି…

ସ୍କୁଲ ଗଲାବେଳେ ବଡ଼ ଅଘଟଣ, ଡଙ୍ଗା ଓଲଟି ୧୪ ନିଖୋଜ ୨୦ ଉଦ୍ଧାର

ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବାବେଳେ ଡଙ୍ଗା ଓଲଟି ୧୪ ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଉଦ୍ଧାର ହୋଇଥିବା ଜଣା ପଡ଼ିଛି । ତେବେ ଏହି ଡଙ୍ଗାରେ ୩୪ ଜଣ ଯାତ୍ରା କରୁଥିବାର ସୂଚନା ମିଳିଛି । ଏନଡିଆରଏଫ ଟିମ…

ଉତ୍ତରପ୍ରଦେଶ ଗଙ୍ଗା ଘାଟରେ ଓଲଟିଲା ଡଙ୍ଗା: ୪ ମୃତ, ଅନେକ ନିଖୋଜ

ଉତ୍ତରପ୍ରଦେଶର ବାଲିୟା ଗଙ୍ଗା ଘାଟରେ ଡଙ୍ଗା ବୁଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଡଙ୍ଗାରେ ୩୦ ଜଣ ଯାତ୍ରୀ ରହିଥିଲେ । ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗା ଓଲଟିବା ପରେ କିଛି ଲୋକଙ୍କୁ ବାହାର କରାଯାଇଛି । ଅନେକ ମହିଳା ନଦୀ ସ୍ରୋତରେ…

ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା ଦୁର୍ଘଟଣା ମାମଲା: ରାଜ୍ୟ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ

କଟକ(କେନ୍ୟୁଜ୍): ରାଜ୍ୟର ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା/ବୋଟ ଦୁର୍ଘଟଣାକୁ ନେଇ ଆଗତ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଥିବା ବେଳେ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ବାଣିଜ୍ୟ ଓ ପରିଵହନ ବିଭାଗ ପକ୍ଷରୁ ଏକ ବିସ୍ତ୍ରୁତ ସତ୍ୟପାଠ ଦାଖଲ କରାଯାଇଛି। ଓଡିଶା ବୋଟ ରୂଲ ୨୦୦୪ ଅନୁଯାୟୀ…