Browsing Tag

Boy missing

ଘଟଣାକୁ ୨୪ଘଣ୍ଟା ବିତିଗଲାଣି ହେଲେ ମିଳୁନି ଶିଶୁପୁତ୍ର, ଢେଙ୍କାନାଳ ଘର ଅଗଣାରୁ ଦେଢ଼ ବର୍ଷର ଶିଶୁପୁତ୍ର ନିଖୋଜ

ଢେଙ୍କାନାଳ : ଘଟଣାକୁ ୨୪ଘଣ୍ଟା ବିତିଗଲାଣି ହେଲେ ଶିଶୁପୁତ୍ର ମିଳୁନି ।  ଘର ଅଗଣାରୁ ଦେଢ଼ ବର୍ଷର ଶିଶୁପୁତ୍ର ନିଖୋଜ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା କନକା ଗାଁରୁ ଆସିଛି ଅଭିଯୋଗ । ଗତକାଲି ମଧ୍ୟାହ୍ନରେ କନକା ଗାଁର ହୃଦାନନ୍ଦ ପ୍ରଧାନ କାମକୁ ଯିବା ପରେ ତାଙ୍କ ସ୍ତ୍ରୀ…

ଗାଧୋଉଥିବା ବେଳେ ଘଟିଲା ଅଘଟଣ, ଜଳପ୍ରପାତରେ ବୁଡ଼ିଗଲେ ଯୁବକ

କେନ୍ୟୁଜ (ବ୍ୟୁରୋ) :  ଜଳପ୍ରପାତରେ ବୁଡ଼ିଗଲେ ଯୁବକ l ଗାଧୋଉଥିବା ବେଳେ ଘଟିଲା ଅଘଟଣ । ୩ ଜଣ ସାଙ୍ଗ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ସାଙ୍ଗ ହୋଇ ଗାଧୋଉଥିଲେ। ହେଲେ ହଠାତ ଜଳପ୍ରପାତ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଅଘଟଣ ଘଟିଛି କେନ୍ଦୁଝରଜିଲ୍ଲା ଓ ଅନୁଗୁଳ ଜିଲ୍ଲା…

କାଠଯୋଡ଼ିରେ ବୁଡି ଦୁଇ ଜଣ ଯୁବକ ନିଖୋଜ, ଜଣଙ୍କର ମୃତ ଦେହ ଉଦ୍ଧାର

କଟକ : ଗାଧେଇଲା ବେଳେ ଅଘଟଣ। କଟକ ସଡ଼ିଏ ୧୧ ନିକଟ କାଠଯୋଡ଼ି ଗଡା ନିକଟରେ ଗାଧେଇଲା ବେଳେ ବୁଡି ଗଲେ ଦୁଇ ଯୁବ ଇଞ୍ଜିନିୟର । ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି । ସୂଚନା ମୁତାବକ ଏସିବି ସମ୍ପ୍ରସାରଣ କାର୍ଯ୍ୟ ରେ ଏକ କମ୍ପାନୀ ପକ୍ଷରୁ ନିୟୋଜିତ…

ନାବାଳକ ନିଖୋଜ ହେବାର ବିତିଲା ୪ ଦିନ, ଅଭିଯୁକ୍ତର ଟେର ପାଉନି ପୋଲିସ

ପିପିଲି: ଗାଁ ଦାଣ୍ଡରେ ଖେଳୁଥିଲା ପୁଅ । କିନ୍ତୁ ହଠାତ ପୁଅ କେଉଁଆଡ଼େ ନିଖୋଜ ହୋଇଗଲା ଯେ ପରିବାର ଲୋକେ ପତା ପାଉ ନାହାନ୍ତି । ଏପଟେ ପୋଲିସ ବି ସନ୍ଧାନୀ କୁକୁରକୁ ଧରି କୁନି ପୁଅ ଆଶୀର୍ବାଦକୁ ଖୋଜିବାରେ ଲାଗିଛି । କିନ୍ତୁ ସବୁ ଚେଷ୍ଟା ଫେଲ୍ ମାରିଛି । ପୁରୀ ଜିଲ୍ଲା ଡେଲାଙ୍ଗ ରତନପୁର…

ବନ୍ୟା ପାଣିରେ ଭାସିଗଲେ ଯୁବକ, ଖୋଜୁଛି ଅଗ୍ନିଶମ ବାହିନୀ

ଚାନ୍ଦବାଲି  : ବନ୍ୟା ପାଣିରେ ଭାସି ଯୁବକ ନିଖୋଜ ।  ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଧୂଷୁରୀ ପଞ୍ଚାୟତ ବ୍ରାହ୍ମଣୀପାଳ ପଣ୍ଡା ପାଟଣା ଗାଁ ଜଣେ ଯୁବକଙ୍କ ବନ୍ୟା ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଧାମନଗର ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି  ।…

ଖରସ୍ରୋତା ନଦୀକୁ ଗାଧେଇବାକୁ ଯାଇ ଯୁବକ ନିଖୋଜ

ଯାଜପୁର ଟାଉନ: ଯାଜପୁର ସଦରଥାନା ଅନ୍ତର୍ଗତ ଖରସ୍ରୋତା ନଦୀର ଧଳେଇ ଛନ୍ଦାକୁ ଗାଧେଇବାକୁ ଯାଇ ଯୁବକ ନିଖୋଜ । ନିଖୋଜ ଯୁବକ ହେଲେ ଛତିଶଦେବିଲ ଗ୍ରାମର ବିଶ୍ୱନାଥ ମହାରଣା । ଆଜି ଭୋର ୩ଟାରୁ ଗାଧେଇବାକୁ ଯାଇ ନିଖୋଜ ଅଛନ୍ତି ବିଶ୍ଵନାଥ । ଖୋଜାଖୋଜି ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ବାହିନୀ…

ମହାନଦୀରେ ଯୁବକ ନିଖୋଜ ସନ୍ଦେହ, ଗତକାଲି ରାତିରେ ଘରୁ ଚାଲି ଆସିଥିଲେ

କଟକ : ମହାନଦୀରେ ଯୁବକ ନିଖୋଜ ସନ୍ଦେହ । ନିଖୋଜ ଯୁବକ ହେଉଛନ୍ତି କଟକ ଛତ୍ର ବଜାର ଅଞ୍ଚଳର ପ୍ରଶାନ୍ତ ରାଉତ । ଗତକାଲି ରାତିରେ କୌଣସି କାରଣବଶତଃ ସେ ଘରୁ ଆସିଥିଲେ । ଯୋବ୍ରା ଭିୟୁ ପଏଣ୍ଟକୁ ଯାଇ ନିଜ ମାଆଙ୍କୁ ଫୋନ କରି କଥା ହୋଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଯୋବ୍ରା…

ଗଭୀର ପାଣିରେ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ କର୍ମଚାରୀ

ଖୋର୍ଦ୍ଧା : ଗଭୀର ପାଣିରେ ଯୁବକ ନିଖୋଜ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ଖୋର୍ଦ୍ଧା ସଦର ଥାନ ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆକୁ ସାଙ୍ଗମାନଙ୍କ ସହିତ ବୁଲିବାକୁ ଆସିଥିବା ବେଳେ ଘଟିଛି ଅଘଟଣ । ଆଜି କେଇ ଜଣ ଯୁବକ ସାଙ୍ଗ ହୋଇ ବୁଲିବାକୁ…

ଯାଜପୁରରୁ ନିଖୋଜ ଛାତ୍ର ମୁମ୍ବାଇରୁ ଠାବ, ହଷ୍ଟେଲରୁ ନିଖୋଜ ଥିଲେ

ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟର ନିଖୋଜ ଛାତ୍ର ମୁମ୍ବାଇରୁ ଠାବ। ଏ ନେଇ ପରିବାର ଲୋକେ ସୂଚନା ପାଇବା ପରେ ପୋଲିସ ସହାୟତାରେ ମୁମ୍ବାଇ ଯାଇଥିବା ଜଣାପଡିଛି। ଗତ ୨୧ ତାରିଖରୁ ଯୁକ୍ତ ଦୁଇ ବାଣିଜ୍ୟ ପଢ଼ୁଥିବା ଛାତ୍ର ଚିରଂଜୀବ ସାହୁ ହଷ୍ଟେଲରୁ ନିଖୋଜ ହୋଇଯାଇଥିଲେ। ଏ ସମ୍ପର୍କରେ…

ଜୁଆ ପାଇଁ ବନ୍ଧା ପଡ଼ିଥିବା ନାବାଳକକୁ ଉଦ୍ଧାର କଲା ପୋଲିସ୍‌, ଫାର୍ମ ହାଉସ୍‌ରୁ ଠାବ

ଚାନ୍ଦବାଲି (କେନ୍ୟୁଜ୍‌) : ପୋଲିସ୍‌ର ତନାଘନା ପରେ ମିଳିଲା ପାଖାପାଖି ମାସେ ହେବ ନିଖୋଜ ଥିବା ଛାତ୍ର । ନବମ ଶ୍ରେଣୀ ଛାତ୍ର ମାନସ ଦାସକୁ ଏକ ଫାର୍ମ ହାଉସ୍‌ ଭିତରୁ ଠାବ କରିଛି ବାଂଶଡ଼ା ପୋଲିସ୍‌ । ମାନସ ମା’ଙ୍କ ଅଭିଯୋଗ ଅନୁଯାୟୀ ଜଣେ ସମ୍ପର୍କୀୟ ବଡ଼ବାପା ମାନସକୁ ଜୁଆ ଖେଳିବା ପାଇଁ…

ମାସେ ହେଲା ମିଳୁନି ପୁଅ, ବଡ଼ବାପା ଜୁଆ ଖେଳିବାକୁ ବନ୍ଧା ପକାଇଥିବା ଅଭିଯୋଗ ଆଣିଲା ମା’

ଚାନ୍ଦବାଲି (କେନ୍ୟୁଜ): ପାଖାପାଖି ମାସେ ହୋଇଗଲାଣି ତଥାପି ପୋଲିସ୍‌ ପତ୍ତା ଲଗାଇ ପାରିନି ନବମ ଶ୍ରେଣୀ ଛାତ୍ର ମାନସ ଦାସର । ମାନସ ମା’ଙ୍କ ଅଭିଯୋଗ ହେଉଛି ସମ୍ପର୍କୀୟ ବଡ଼ବାପା ତାକୁ ଜୁଆ ଖେଳିବା ପାଇଁ ବନ୍ଧା ପକାଇ ଦେଇଥିଲେ । ତା ପରଠାରୁ ପୁଅ ଆଉ ଘରକୁ ଫେରିନି । ଘଟଣା ଘଟିଛି ଭଦ୍ରକ…