ସାବଧାନ ! ସାବାଡ଼ ହେବେ ବିକଟାଳ ଶବ୍ଦ କରି ଯାଉଥିବା ବୁଲେଟ ଚାଳକ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର (କେନ୍ୟୁଜ): ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ ସାବଧାନ । ସାବାଡ଼ ହେବେ ବିକଟାଳ ଶବ୍ଦ କରି ଯାଉଥିବା ବୁଲେଟ ଚାଳକ । ଜବତ ହେବ ଗାଡ଼ି । ଏନେଇ ଭୁବନେଶ୍ୱରରେ ୧୧ରୁ ଅଧିକ ଗାଡ଼ିକୁ ଜବତ କରିଛି କମିଶନରେଟ ପୋଲିସ । ରାଜଧାନୀରେ ଏବେ ଚକ୍କର କାଟୁଛି ଟ୍ରାଫିକ ପୋଲିସ । ପୋଲିସ ନଜରରେ…