Browsing Tag

Bus truck collision

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

ପିପିଲି : ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା । ପିପିଲି-ଜଟଣୀ ରାସ୍ତାର କାକୁଡିଆ ଠାରେ ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଉଦ୍ଧାର ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସରେ ୫୦ରୁ…

ଟ୍ରକ-ସ୍କୁଲ ବସ ମୁହାଁମୁହିଁ ଧକ୍କା, ୬ ଆହତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ଶନି ମନ୍ଦିର ଠାରେ ଟ୍ରକ ଓ ସ୍କୁଲ ବସ ମୁହାଁମୁହିଁ ଧକ୍କା । ଫଳରେ  ବସରେ ଥିବା ୨୦ରୁ ୨୫ଜଣ ଯାତ୍ରୀଙ୍କ ମଧ୍ୟରୁ ଟ୍ରକ ଡ୍ରାଇଭର ଓ ବସ ଡ୍ରାଇଭର ସମେତ ୬ଜଣ ଆହତ ହୋଇଛନ୍ତି । ବସ ଚାଳକ ଗୁରୁତର…

ଆସାମ: ପିକନିକ ଯାଉଥିବାବେଳେ ବସ୍‌ -ଟ୍ରକ ମୁହାଁମୁହିଁ ଧକ୍କା, ୧୪ ମୃତ

ପିକନିକ ହେଲା କାଳ । ବେଶ ଖୁସି ମନରେ ପିକନିକ୍‌ ଯାଉଥିଲେ । କିନ୍ତୁ ରାସ୍ତାରେ ଛକି ବସିଥିଲା ଯମ । ଆଉ ନିମିଷକରେ ଶେଷ ହୋଇଗଲା ସବୁ କିଛି । ବସ୍‌ ଟି ହଠାତ ଏକ ଟ୍ରକ ସହ ଧକ୍କା ହୋଇଥିଲା ଏବଂ ଘଟିଗଲା ଭୟଙ୍କର ଦୁର୍ଘଟଣା । ଆସାମର ଗୋଲାଘାଟ ଜିଲ୍ଲାରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ।…

କାଳ ହେଲା କୁହୁଡ଼ି: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ମୃତ; ୪୦ରୁ ଅଧିକ ଆହତ

ସାଲେପୁର (କେନ୍ୟୁଜ):  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର କଟରପଡ଼ାରେ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି । ଘଟଣାସ୍ଥଳରେ ୨ ଜଣ ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତଙ୍କର ମୃତ୍ୟୁ ହୋଇଛି । ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।…

କଣ୍ଟେନରକୁ ଧକ୍କା ଦେଲା ବସ୍‌: ୧୨ ମୃତ, ୨୩ ଆହତ

ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ ମିନି ବସ୍‌ ଏକ କଣ୍ଟେନରକୁ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ମୋଟ ୩୫ ଜଣ ଦୁର୍ଘଟଣାର ଶିକାର ହୋଇଛନ୍ତି । ଔରଙ୍ଗାବାଦର ଭାଇଜାପୁର ଅଞ୍ଚଳର…

ବୀରମିତ୍ରପୁର ରାଣୀ ସତିମନ୍ଦିର ନିକଟରେ ବସ୍‌-ଟ୍ରକ୍‌ ଧକ୍କା, ୧୦ରୁ ଉର୍ଦ୍ଧ୍ୱ ଆହତ

ରାଉଲକେଲା(କେନ୍ୟୁଜ୍): ବସ୍‌-ଟ୍ରକ୍‌ ଧକ୍କା, ୧୦ରୁ ଉର୍ଦ୍ଧ୍ୱ ଆହତ । ଝାରସୁଗୁଡା ଜିଲ୍ଲା ବୀରମିତ୍ରପୁର ରାଣୀ ସତିମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି । ଝାଡଖଣ୍ଡ ଆରାରୁ ବୀରମିତ୍ରପୁରରୁ ଝାରସୁଗୁଡା ଯାଉଥିଲା ଯାତ୍ରୀବାହୀ ବସ୍‌ । ରାଣୀ ସତିମନ୍ଦିର ନିକଟରେ ଓଭରଟେକ୍‌ କରୁଥିବାବେଳେ…

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା : ୧୦ ରୁ ଅଧିକ ଆହତ; ମେଡିକାଲରେ ଭର୍ତ୍ତି

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ନିକଟରେ ବସ ଟ୍ରକ ମୁହାଁମୁହିଁ ଧକ୍କା। ୧୦ ରୁ ଅଧିକ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ ଯାତ୍ରୀ। ବଡ଼ମ୍ବା ରୁ ବଲାଙ୍ଗିର ଅଭିମୁଖେ ଜାଉ ଥିବା ସାହିଲ୍ ନାମକ ବସ୍ ଦୁର୍ଘଟଣାଗସ୍ତ ହୋଇଛି। ଗୁରୁତର ଆହତଙ୍କୁ…