Browsing Tag

business

AMUL ନିଜ ଗ୍ରାହକଙ୍କୁ ଦେବ ଉପହାର, GST ଉପରେ କମିବ ଦାମ୍

GST ସ୍ଳାବରେ ପରିବର୍ତ୍ତନ । ଫଳରେ ଏହାର ଫାଇଦା ସିଧାସଳଖ ଭାବେ କମ୍ପାନୀଗୁଡିକ ଲୋକଙ୍କ ପାଖରେ ପହଞ୍ଚାଉଛି । ଗୁଜରାଟ କୋଅପ୍ରେଟିଭ୍ ମିଲ୍କ ମାର୍କେଟିଂ କର୍ପୋରେସନ (GCMMF) ଶନିବାର ଦିନ ହ୍ରାସ ପାଇଥିବା GST ହାରର ଲାଭ ଗ୍ରାହକମାନଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ଘିଅ, ବଟର…

ITR ଫାଇଲ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର, ଶେଷ ତାରିଖ ବୃଦ୍ଧି କଲେ ସରକାର

ITR ଫାଇଲ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଇନକମ୍ ଟ୍ୟାକ୍ସ ଡିପାଟମେଣ୍ଟ ITR ଫାଇଲ୍ କରିବାର ଶେଷ ତାରିଖକୁ ଗୋଟିଏ ଦିନ ବୃଦ୍ଧି କରିଛି । ଅର୍ଥାତ୍, ଆପଣ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିପାରିବେ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ…

ପ୍ରତ୍ୟକ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ, ନଲେଖିଲେ ଦିନକୁ ୫୦୦ ଟଙ୍କା ଜରିମାନା

ଭୁବନେଶ୍ବର : ପ୍ରତ୍ୟକ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ରହିବ । ବର୍ତମାନ ଏହା ଲେଖିବା ବାଧ୍ୟତାମୂଳକ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି ଲେଖିଛନ୍ତି । ପ୍ରମୁଖ ଶାସନ…

ଆମେରିକାରେ ନଷ୍ଟ ହେଲା ୪କୋଟି ଟଙ୍କାର ଆମ୍ବ, ଭାରତରୁ ହୋଇଥିଲା ରପ୍ତାନି

ଭାରତରୁ ଆମ୍ବ କିଣିବାର ସବୁଠାରୁ ବଡ଼ କ୍ରେତା ହେଉଛି ଆମେରିକା । ନିକଟରେ ଆମେରିକା ଭାରତରୁ ବିମାନ ଯୋଗେ ପଠାଯାଇଥିବା ଆମ୍ବ ସାମଗ୍ରୀ ଫେରାଇ ଦେଇଛି । ଏହାର କାରଣ ଡକ୍ୟୁମେଣ୍ଟରେ ଥିବା ଅସଙ୍ଗତି ବୋଲି କୁହାଯାଇଥିଲା । ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ଏହି ଆମ୍ବଗୁଡ଼ିକୁ ଆମେରିକାରେ…

ଟାରିଫ ଟେନସନ ମଧ୍ୟରେ ବଡ଼ ଆଶ୍ୱସ୍ତି, କମିଲା Repo Rate କମିବ EMI

ଟାରିଫ ଟେନସନ ମଧ୍ୟରେ ବଡ଼ ଆଶ୍ୱସ୍ତି । ଆରବିଆଇ ଦେଲା Repo Rate ଉପହାର । କମିଲା ରେପୋରେଟ୍, କମିବ EMI । ଗୃହ ଓ ଗାଡ଼ି ଋଣ ଉପରେ କମିବ EMI । Repo Rate ୨୫ ବେସିସ ପଏଣ୍ଟ ହ୍ରାସ କରିଛି ରିଜର୍ଭ ବ୍ୟାଙ୍କ । ନୂଆ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ସୁଧହାର ଘୋଷଣା…

ସରକାରଙ୍କ ଚେତାବନୀ, ଓଡ଼ିଆରେ ସାଇନବୋର୍ଡ ନ ଲେଖିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ବ୍ୟବସାୟୀ ଓ ଦୋକାନୀମାନଙ୍କୁ ଓଡ଼ିଶା ସରକାରଙ୍କ ଚେତାବନୀ । ଯଦି ସେମାନେ ନିଜ ଦୋକାନରେ ବା ବ୍ୟବସାୟିକ ପ୍ରତିଷ୍ଠାନରେ ଥିବା ସାଇନବୋର୍ଡରେ ଓଡ଼ିଆ ଭାଷା ବ୍ୟବହାର ନ କରିବେ, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରମ ଓ କର୍ମଚାରୀ…

୫ ଏପ୍ରିଲରେ କରନ୍ତୁ PPF ରେ ଟଙ୍କା ଜମା, ମିଳିବ ଜବରଦସ୍ତ ଫାଇଦା

ଯଦି ଆପଣ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଥାତ୍ PPF ରେ ଇନଭେଷ୍ଟ କରିବାକୁ ଚାହୁଁଛନ୍ତି, ତେବେ ରହିଛି ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ । ପ୍ରକ୍ରୁତରେ ଏହି ଫଣ୍ଡରେ ଇନଭେଷ୍ଟ କରୁଥିବା ଲୋକଙ୍କ ପାଇଁ ଏହି ମାସର ୫ ତାରିଖ ବହୁତ ଖାସ୍ ହେବାକୁ ଯାଉଛି । ଯଦି ଆପଣ ଏପ୍ରିଲ୍ ୫ ପୂର୍ବରୁ ଆପଣଙ୍କର…

ମତ୍ସ୍ୟଚାଷ କରି ସ୍ୱାବଲମ୍ବୀ ହେବା ସହିତ ପୁରସ୍କୃତ ହେଲେ ମହିଳା ଚାଷୀ, ସାଉଣ୍ଟୁଛନ୍ତି ପ୍ରଶଂସା

ଦିନେ ଚୁଲି ମୁଣ୍ଡରେ ସମୟ ବିତାଉଥିବା ମହିଳା ଆଜି ହୋଇପାରିଛନ୍ତି ସ୍ୱାବଲମ୍ବୀ । ନିଜ ଘରକୁ ଚଳାଇବା ସହ ହୋଇପାରୁଛନ୍ତି ରୋଜଗାରକ୍ଷମ । ଅନ୍ୟ ମହିଳାମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ପାଇଁ ସାହାରା ହୋଇପାରିଛନ୍ତି । ନିଜର ଉଦ୍ୟମ ବଳରେ ଆଜି ଅନ୍ୟ…

ବିଦେଶୀଙ୍କୁ ବେଆଇନ ସିମ୍ ବିକ୍ରି ଅଭିଯୋଗରେ ୨ ଗିରଫ, ୭୦ ସିମ୍ ସହ ୨୨ ଡଲାର ଜବତ

ପୁଳା ପୁଳା ସିମ୍ ସହ ବିଦେଶୀ ଟଙ୍କା । ଟଙ୍କା କମେଇବା ପାଇଁ ଚାଲିଥିଲା ବଢ଼ିଆ ପ୍ରସ୍ତୁତି । କିନ୍ତୁ ବିଶେଷ ସୂତ୍ରରୁ ଖବର ପାଇ ଧରିନେଲା ପୋଲିସ । ବିଭିନ୍ନ କମ୍ପାନୀର ସିମ୍ କୁ ନେଇ ବିଦେଶୀ ଲୋକଙ୍କୁ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗୋପାଳପୁର…

ଭାରତକୁ ସୁଇଜରଲାଣ୍ଡର ବଡ଼ ଝଟ୍‌କା : ‘ମୋଷ୍ଟ ଫେଭର୍ଡ ନେସନ’ ମାନ୍ୟତା ପ୍ରତ୍ୟାହାର

ସୁଇଜରଲାଣ୍ଡ ସରକାର ଭାରତୀୟ କମ୍ପାନୀଗୁଡ଼ିକୁ ବଡ଼ ଝଟ୍‌କା ଦେଇଛନ୍ତି । ଭାରତକୁ ଦିଆଯାଇଥିବା ମୋଷ୍ଟ ଫେଭର୍ଡ ନେସନ (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିଛନ୍ତି । ସୁଇସ୍‌ ସରକାରଙ୍କ ସୂଚନା ଅନୁଯାୟୀ, ଏହି ନିଷ୍ପତ୍ତି ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଜାନୁଆରୀ ୨ ତାରିଖରୁ କାର୍ଯ୍ୟକାରୀ…

ଆମେରିକା ଭାରତକୁ ଦେଲା ଏକ ବଡ ଝଟକା, ୧୫ଟି କମ୍ପାନୀର ବ୍ୟବସାୟ ଉପରେ ଲାଗିଲା ପ୍ରତିବନ୍ଧକ

ଆମେରିକା ରୁଷର ସାମରିକ ଶିଳ୍ପ ପ୍ରତିଷ୍ଠାନ ଗୁଡିକୁ ସମର୍ଥନ କରୁଥିବା ଅଭିଯୋଗରେ ଭାରତର ୧୫ ଟି କମ୍ପାନୀ ସମେତ ୨୭୫ ଲୋକଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି । ଆମେରିକାର ଅର୍ଥ ବିଭାଗ କହିଛି ଚୀନ, ସୁଇଜରଲ୍ୟାଣ୍ଡ ,ଥାଇଲାଣ୍ଡ, ଏବଂ ତୁର୍କୀର କମ୍ପାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗା…

ବେତନ ଟଙ୍କା ମାଗିବାରୁ ପାଟିରେ ଜୋତା ଧରିବାକୁ ବାଧ୍ୟ କଲେ କମ୍ପାନୀର ମାଲିକାଣୀ, ଅତି ନିର୍ମମ ଭାବେ କଲେ ଅତ୍ୟାଚାର

ନିଜ ବେତନ ଟଙ୍କା ମାଗିବାରୁ ଦଣ୍ଡ ପାଇଲେ କର୍ମଚାରୀ । ହକ୍‌ ର ଟଙ୍କା ପାଇଁ ମାଲିକାଣୀ ନିଜ କର୍ମଚାରୀଙ୍କୁ କଲେ ଆକ୍ରମଣ । କେବଳ ଆକ୍ରମଣ ନୁହେଁ ପାଟିରେ ଜୋତା ଧରିବାକୁ କଲେ ବାଧ୍ୟ । ଏଭଳି ଏକ ଅଭାବନୀୟ ଘଟଣା ଗୁଜୁରାଟର ମୋରବୀ ଠାରେ ଘଟିଛି । ଜଣେ ଦଳିତ ଯୁବକଙ୍କ ସହ ଏପରି ଅମାନବୀୟ ଘଟଣା…