Browsing Tag

call recording

ଖୁବ୍ ଶୀଘ୍ର ଫୋନରେ ଫ୍ଲାସ୍ ହେବ ଅଜଣା ବ୍ୟକ୍ତିଙ୍କ ନାମ, ନମ୍ୱର୍ ସେଭ୍ ନକରି ଜାଣି ପାରିବେ ଡାଟା

ଟେଲିକମ୍ କମ୍ପାନୀ ଦିନକୁ ଦିନ ଅନେକ ନୂଆ ରୁଲ୍ ଆଣୁଛନ୍ତି। ବର୍ତ୍ତମାନ ମଧ୍ୟ ଠିକ୍ ସେହିପରି ଏକ ରିପୋର୍ଟ ଆସିଛି। ଏକ ସୂତ୍ରରୁ ପ୍ରକାଶ ପାଇଛି ଯେ, ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (Trai) ଖୁବ୍ ଶୀଘ୍ର ପଦକ୍ଷେପ ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ଜଣେ ଉପଭୋକ୍ତା କଲ୍ ଗ୍ରହଣ…

କଲ୍ ରେକର୍ଡିଂ ହେଉଥିବା ସମସ୍ତ ଆଣ୍ଡ୍ରଏଡ୍ ଆପକୁ ବ୍ୟାନ୍ କଲା ଗୁଗୁଲ୍ ,ଏହି ସବୁ ସ୍ମାର୍ଟ ଫୋନରେ ହିଁ ରହିବ ରେକର୍ଡ…

ଗତ ମାସରେ ଗୁଗୁଲ ଘୋଷଣା କରିଥିଲା ​​ଯେ ପ୍ଲେ ଷ୍ଟୋରରୁ ସମସ୍ତ କଲ୍ ରେକର୍ଡିଂ ଆପ୍ କୁ ବ୍ୟାନ୍ କରିବାକୁ ଯାଉଛି । ଏହି ପ୍ଲେ ଷ୍ଟୋର ପଲିସି ଅନୁଯାୟୀ ଆଜି ଠାରୁ ପ୍ଲେ ଷ୍ଟୋରରେ କୌଣସି ପ୍ରକାର କଲ୍ ରେକର୍ଡିଂ ଆପ୍ ଉପଲବ୍ଧ ହେବ ନାହିଁ ବୋଲି ଗୁଗୁଲ ତରଫରୁ ଘୋଷଣା କରାଯାଇଛି । ତେବେ ଯେଉଁ…