Below header
Browsing Tag

canada

ଏହି ୫ଟି ଦେଶରେ କାମ ଦେବ ଭାରତୀୟ ଡ୍ରାଇଭିଂ ଲାଇସେନ୍ସ, ବିନା ଜରିମାନାରେ ରାସ୍ତାରେ ଚଲାଇପାରିବେ ଗାଡ଼ି

ଆମେ ରୋଡ଼ରେ ଗାଡ଼ି ଚଲାଇବା ସମୟରେ ଡ୍ରାଇଭିଂ ଲାଇସେନ୍ସ ପାଖରେ ରହିବା ନିହାତି ଜରୁରୀ। ମାନେ ବିନା ଡ୍ରାଇଭିଂ ଲାଇସେନ୍ସରେ ଯଦି ଆପଣ ଗାଡ଼ି ଚଲାଉଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ରୂପେ ଅବୈଧ। ଏଥିପାଇଁ ଦଣ୍ଡ ଭୋଗିବାକୁ ପଡ଼ିଥାଏ। ତେବେ କଣ ଆପଣ ଜାଣିଛନ୍ତି କି ଭାରତ ବାହାରେ ମଧ୍ୟ ଆପଣ ଏହି…

ଚାକିରିରୁ ବିଦା ହୋଇଥିବା କର୍ମଚାରୀଙ୍କ ପାଗଳାମୀ, ଜେସିବି ଲଗାଇ ଭାଙ୍ଗିଲେ ମାଲିକଙ୍କ ଘର; ଦେଖନ୍ତୁ ଭିଡିଓ

ଚାକିରିରୁ ତଡ଼ି ଦେବାରୁ ଜେସିବି ଲଗାଇ ମାଲିକର ଘର ଭାଙ୍ଗିଲା କର୍ମଚାରୀ। କାନାଡ଼ାର କାଲଗେରିରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ଏଠାରେ ମାଲିକ ଉପରେ ରାଗି ଜଣେ ଚାକର ହ୍ରଦ କୂଳରେ ଥିବା ତାଙ୍କର ଏକ ସୁନ୍ଦର ଘର ଭାଙ୍ଗି ଦେଇଥିବା ଜଣାଯାଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

କାନାଡ଼ାରେ ୫ଟି ସ୍ଥାନରେ ଗୁଳି ମାଡ଼ କରି ୨ ଜୀବନ ନେଲା ଦୁର୍ବୃତ୍ତ, ଟାର୍ଗେଟରେ ଥିଲେ ଘର ନଥିବା ଲୋକ

କାନାଡ଼ାର ଭ୍ୟାନ୍‌କୋଭରଠାରେ ଭୟଙ୍କର ଗୁଳିକାଣ୍ଡ। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାଯାଇଛି। କୁହାଯାଉଛି ଯେ ଲେଂଗଲୀ ଓ ଲେଂଗଲୀ ଟାଉନ୍‌ସିପ୍‌ରେ ୫ଟି ସ୍ଥାନରେ ଫାୟାରିଂ ହୋଇଛି। ସମସ୍ତ ସ୍ଥାନରେ ଗୋଟିଏ ବ୍ୟକ୍ତି ହିଁ…

କରୋନା ଡାଟା ବଦଳରେ ଆଡଲ୍ଟ ପୋଷ୍ଟ୍‍! ଭୁଲ୍‌ ପାଇଁ ୟୁଜର୍ସଙ୍କୁ କ୍ଷମା ମାଗିଲା କାନାଡାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

କାନାଡାର କ୍ୟୁବେକ୍‌ ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କରୋନା ଅପ୍‌ଡେଟ ଦେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁତର ଭୁଲ୍‌ କରି ବସିଛି। ମନ୍ତ୍ରାଳୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ କରୋନା ଡାଟା ବଦଳରେ ଏକ ଆଡଲ୍ଟ ଭିଡିଓର ଲିଙ୍କ୍‌ ସେୟାର କରି ଦେଇଛି, ଯାହାକି…