Below header
Browsing Tag

capital hospital

କୋଭିଡ଼ ଡ଼ର ଏବେ ଦେଖିବାକୁ ମିଳିଛି ସବୁ ହସ୍ପିଟାଲରେ , କମିବାରେ ଲାଗିଛି ଆଉଟଡୋର ଓ ଇନଡୋର ପେସେଣ୍ଟ ସଂଖ୍ୟା

କେନ୍ୟୁଜ(ବ୍ୟୁରୋ):କରୋନା ଭୟରେ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସୁନାହାନ୍ତି। ଆଗରୁ କେବଳ ଆଉଟଡୋର ପେସେଣ୍ଟ କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୩ ହଜାରରୁ ୪ ହଜାର ରୋଗୀ ଦେଖାଇବାକୁ ଆସିଥାନ୍ତି। କିନ୍ତୁ ଏବେ ଏହି ସଂଖ୍ୟା ୪ଶହରୁ ୫ଶହ ମଧ୍ୟରେ ସୀମିତ ରହିଛି। ଅର୍ଥାତ ଆଉଟଡୋରରେ ପାଖାପାଖି…

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ! ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ କରୋନା ରୋଗୀ ! ଯାହାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଛି। କରୋନା ରୋଗୀ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଗତ ଦୁଇ ହେବ ଚିକିତ୍ସିତ ହେଉଥିବାବେଳେ ତାଙ୍କ ଘର ଭୁବନେଶ୍ବରରେ ବୋଲି କୁହାଯାଉଛି । ଯୁବକଙ୍କ ବୟସ ପାଖାପାଖି ୩୧ ବର୍ଷ…

ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ, ଜରୁରୀକାଳୀନ ସେବା ପାଇଁ ଅଧିକ ଡାକ୍ତର…

ଭୁବନେଶ୍ବର: ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ । ଜରୁରୀକାଳୀନ ସେବା ପାଇଁ ଅଧିକ ଡାକ୍ତର ନିଯୁକ୍ତ କରାଯାଇଛି । ଏହା ସହ ଚର୍ମ ଡାକ୍ତର, ଚକ୍ଷୁ ଡାକ୍ତର ଓ ଇଏନ୍‌ଟି ବିଭାଗର ଡାକ୍ତରମାନେ ମଧ୍ୟ ସଜାଗ ରହିଛନ୍ତି । ବର୍ତ୍ତମାନ ଜରୁରୀକାଳୀନ…

କ୍ୟାପିଟାଲ ହସ୍ପିଟାଲରେ କରୋନା ଭାଇରସ୍‌ ସନ୍ଦେହରେ ଜଣେ ବିଦେଶୀ ଭର୍ତ୍ତି, ତିନି ଦିନ ପରେ ଆସିବ ରକ୍ତ ନମୁନା ରିପୋର୍ଟ

ଭୁବନେଶ୍ବର(କେନ୍ୟୁଜ୍):  କରୋନା ଭାଇରସ୍‌ ସନ୍ଦେହରେ ଜଣେ ବିଦେଶୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଇସୋଲେସନ୍‌ରେ ବିଦେଶୀଙ୍କୁ ରଖାଯାଇଛି । ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଆରଏମ୍‌ଆରସିକୁ ପଠାଯାଇଛି । ତିନି ଦିନ ପରେ ରିପୋର୍ଟ ଆସିବା ପରେ ଚିକିତ୍ସା ପ୍ରକ୍ରିୟା…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହସ୍ପିଟାଲ ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ, କ୍ୟାପିଟାଲ ହସ୍ପିଟାଲରୁ ୪…

ଭୁବନେଶ୍ୱର(କେନ୍ୟୁଜ୍): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହସ୍ପିଟାଲ ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ। ହସ୍ପିଟାଲରେ ଲୋକଙ୍କୁ ଠକିବା ଅଭିଯୋଗରେ କମିଶନରେଟ ପୋଲିସ ୪ ଜଣ ଦଲାଲଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଗିରଫ କରିଛି। କଟକ ଓ ଭୁବନେଶ୍ୱରରେ ଥିବା ହସ୍ପିଟାଲରେ ଦଲାଲଙ୍କ…

ଏଇ ଓଡ଼ିଶାରେ : ୧୭ ବର୍ଷ ଚାକିରିରେ ୧୮୦୦୦ ମୃତଦେହକୁ ପୋଷ୍ଟମର୍ଟମ୍‌ କରିଛନ୍ତି ଏହି ବ୍ୟକ୍ତି, ଯାହାଙ୍କ ବିଷୟରେ…

ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ୍‌ରେ ଏଭଳି ଜଣେ ଲୋକ ଅଛନ୍ତି, ଯିଏ ନିଶ୍ଚିତ ଭାବେ ଭିନ୍ନ ଏକ ରେକର୍ଡ଼ କରିଥିବେ । ଅବଶ୍ୟ ଏକଥା କେଉଁ ରେକର୍ଡ଼ ବୁକ୍‌ରେ ଲେଖା ହୋଇ ନାହିଁ କିମ୍ବା ତାଙ୍କୁ ତାଙ୍କର ଏହି କାମ ପାଇଁ କେହି ପୁରସ୍କୃତ କି ସମ୍ମାନିତ କରି ନାହିଁ । ତାଙ୍କୁ ଦେଖିବାକୁ ମିଳେ…

ମିଳିଲା ନାହିଁ ଆଇସିୟୁ, ରୋଗୀ ନୁହେଁ ଚାଲିଗଲା ଷ୍ଟାଫଙ୍କ ଜୀବନ; କ୍ୟାପିଟାଲ ହସ୍ପିଟାଲରେ ଏମିତି ଚାଲିଛି ସ୍ବାସ୍ଥ୍ୟ…

ଭୁବନେଶ୍ବର(କେନ୍ୟୁଜ୍): କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଗତକାଲି ରାତିରେ ହସ୍ପିଟାଲର ଷ୍ଟାଫ ଅନୁପମା ନାୟକଙ୍କ ହୃଦ୍‌ଘାତ ହୋଇଥିଲା । ହେଲେ ତାଙ୍କୁ ହସ୍ପିଟାଲରେ ଆଇସିୟୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କ…

ଦରମା ମିଳିନି, ଟିକେଟ ଦେବୁନି ! ଏକଥାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର (କେନ୍ୟୁଜ୍) : ଭୁବନେଶ୍ବରର ଯୁନିଟ-୬ କ୍ୟାପିଟାଲ ହସ୍ପିଟାଲ ଟିକେଟ କାଉଣ୍ଟଟରରେ ଟିକେଟ କାଟିବାକୁ ନେଇ ଆଜି ସକାଳୁ ଲୋକଙ୍କ ମଧ୍ୟରେ ଉତେଜନା ଦେଖା ଦେଇଥିଲା। ଆଜି ସକାଳୁ ରୋଗୀଙ୍କୁ ନେଇ ଦେଖାଇବା ପାଇଁ ଆସିଥିବା ଲୋକମାନେ ଟିକେଟ କାଉଣ୍ଟର ଆଗରେ ଧାଡିଲଗାଇ ଅପେକ୍ଷା କରିଥିଲେ।…