Below header

କ୍ୟାପିଟାଲ ହସ୍ପିଟାଲରେ କରୋନା ଭାଇରସ୍‌ ସନ୍ଦେହରେ ଜଣେ ବିଦେଶୀ ଭର୍ତ୍ତି, ତିନି ଦିନ ପରେ ଆସିବ ରକ୍ତ ନମୁନା ରିପୋର୍ଟ

ଭୁବନେଶ୍ବର(କେନ୍ୟୁଜ୍):  କରୋନା ଭାଇରସ୍‌ ସନ୍ଦେହରେ ଜଣେ ବିଦେଶୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଇସୋଲେସନ୍‌ରେ ବିଦେଶୀଙ୍କୁ ରଖାଯାଇଛି । ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଆରଏମ୍‌ଆରସିକୁ ପଠାଯାଇଛି । ତିନି ଦିନ ପରେ ରିପୋର୍ଟ ଆସିବା ପରେ ଚିକିତ୍ସା ପ୍ରକ୍ରିୟା ତ୍ୱରାନ୍ଵିତ କରାଯିବ । ରିପୋର୍ଟ ଆସିବା ପର୍ଯ୍ୟନ୍ତ ତାଙ୍କୁ ଆଇସୋଲେସନ୍‌ରେ ରଖାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.