Browsing Tag

car overturned

ଭାରସାମ୍ୟ ହରାଇ ଓଲଟିଲା କାର: ଜଣେ ମୃତ, ଜଣେ ଗୁରୁତର

ଆନନ୍ଦପୁର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ହସନପୁର ଟୋଲ୍‌ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା କାର । ଜଣେ ମୃତ ଜଣେ ଗୁରୁତର। ମୃତ ବ୍ୟକ୍ତି ଜଣଙ୍କ ଘଟଗାଁ ଅଞ୍ଚଳର ଅଜୟ ସାହୁ ବୋଲି ଜଣାଯାଇଛି । ସୂଚନା ଅନୁସାରେ ଘଟଗାଁ ଅଞ୍ଚଳର ଅଜୟ ସାହୁ…

ବିଜୟା ଦଶମୀରେ ଦୁର୍ଘଟଣା: ଓଲଟିଲା ଅଟୋ , ଜଣେ ମୃତ, ୧୪ ଆହତ

ସମ୍ବଲପୁର (କେନ୍ୟୁଜ): ବିଜୟା ଦଶମୀରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିପଡିଲା ଅଟୋ । ଜଣେ ମୃତ, ୧୪ ଆହତ । ସମ୍ବଲପୁର ଜିଲ୍ଲା ଧମା ଥାନା ଗ୍ରୀଣ୍ଡଲାପାଲିଠାରେ ଦୁର୍ଘଟଣା ଘଟିଛି। ମୃତକ ହେଲେ ଖଗେଶ୍ବର ସାହୁ । ଭେଡେନ ଥାନା ଦେଶଭଟଲି ଓ ବିଶିପାଲି ଅଞ୍ଚଳର ୧୬ଜଣ ଅଟୋରେ ହୁମା ଧାଡି ଯାତ୍ରା…

ଜୟଦେବ ବାଟିକା ଜୀବନ ଜ୍ୟୋତି ଆଶ୍ରମ ନିକଟରେ ଓଲଟିଲା କାର, ୪ ଆହତ

ଭୁବନେଶ୍ବର (କେନ୍ୟୁଜ): କାର ଓଲଟି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୪ ଜଣ ଆହତ । ଭୁବନେଶ୍ବର ଆମରି ହସ୍ପିଟାଲ ସ୍ଥିତ ଜୟଦେବ ବାଟିକା ଜୀବନ ଜ୍ୟୋତି ଆଶ୍ରମ ନିକଟରେ ଦୁର୍ଘଟଣା ଘଟିଛି । ଭରତପୁର ପୋଲିସ ଏବଂ ଅଗ୍ନିଶମ ବିଭାଗ ସଦସ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । କାରରେ ଥିବା…

ଭାରସାମ୍ୟ ହରାଇ ଗଛକୁ ପିଟିହେଲା କାର, ଦୁର୍ଘଟଣାରେ ୩ ମୃତ ଓ ଜଣେ ଗୁରୁତର

ଉମରକୋଟ (କେନ୍ୟୁଜ): ପୁଣି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହାରଇ ଗଛକୁ ପିଟିଲା କାର, ୩ ମୃତ। ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ରାସ୍ତାର ବାସିନୀ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଜଣେ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା…

ଭାରସାମ୍ୟ ହରାଇ ଓଲଟିଲା କାର, ୫ ଆହତ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ବୁଲାଣି ରାସ୍ତାରେ ଆଜି ସକାଳ ସମୟରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କାର୍ ଟି ରାସ୍ତାରୁ ୧୫ ଫୁଟ ତଳକୁ ଚାଲିଯାଇଛି। ପୁରୀରୁ ଏକ ପରିବାରର ସଦସ୍ୟ ମାନେ କୌଣସି କାମରେ ଜୟପୁର…

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା କାର୍‌, ଜଣେ ମୃତ

ଆନନ୍ଦପୁର (କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବିମା ନିଗମର ଶାଖା ପରିଚାଳକଙ୍କ ମୃତ୍ୟୁ। ଭାରସାମ୍ୟ ହରାଇ ତାଙ୍କ କାର୍ ଟି ଓଲଟି ପଡିଥିବା ସୂଚନା ମିଳିଛି। ଘଷିପୁରା ଥାନା ଜାତୀୟ ରାଜପଥ ୨୦ ର ଦରଖୋଳା ନିକଟରେ ଆନନ୍ଦପୁର ରେ ହେଉଥିବା ଏକ ବୈଠକରେ…

ଚଣ୍ଡିଖୋଲ ଛକରେ ସିରିଜ ଦୁର୍ଘଟଣା, ଫିଲ୍ମ ଷ୍ଟାଇଲରେ ଓଲଟିଲା କାର

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ସିରିଜ ଦୁର୍ଘଟଣା। ୧୬ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟରେ ଏକ କାର ଅନ୍ୟ ଏକ କାର ସହ ଧକା ଦେଇଥିଲା। ଯାହା ଫଳରେ କାରଟି ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ସ୍କ୍ରପିଓ ସହ ଧକା ହୋଇ ଓଲଟି ପଡିଥିଲା। ଯାହା ଫଳରେ ତିନୋଟି ଗାଡି…

ରାଜମହଲ ଛକ ଓଭରବ୍ରିଜ୍‌ରେ ଦୁର୍ଘଟଣା! କାର୍‌ରେ ନିଆଁ ଲଗାଇଦେଲେ ବସ୍ତି ଲୋକେ, ଜଣେ ଗୁରୁତର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ରାଜମହଲ ଛକ ଓଭର ବ୍ରିଜରେ ଓଲଟି ପଡିଲା କାର । ଜଣେ ଗୁରୁତର ଆହତ। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରକୁ ନିଆଁ ଲଗାଇଦେଲେ ବସ୍ତି ଲୋକ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।