Below header

ଜୟଦେବ ବାଟିକା ଜୀବନ ଜ୍ୟୋତି ଆଶ୍ରମ ନିକଟରେ ଓଲଟିଲା କାର, ୪ ଆହତ

ଭୁବନେଶ୍ବର ଆମରି ହସ୍ପିଟାଲ ସ୍ଥିତ ଜୟଦେବ ବଟିକା ଜୀବନ ଜ୍ୟୋତି ଆଶ୍ରମ ନିକଟରେ ଦୁର୍ଘଟଣା ଘଟିଛି । କାର ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ୪ ଜଣ ଆହତ ହୋଇଛନ୍ତି ।

ଭୁବନେଶ୍ବର (କେନ୍ୟୁଜ): କାର ଓଲଟି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୪ ଜଣ ଆହତ । ଭୁବନେଶ୍ବର ଆମରି ହସ୍ପିଟାଲ ସ୍ଥିତ ଜୟଦେବ ବାଟିକା ଜୀବନ ଜ୍ୟୋତି ଆଶ୍ରମ ନିକଟରେ ଦୁର୍ଘଟଣା ଘଟିଛି । ଭରତପୁର ପୋଲିସ ଏବଂ ଅଗ୍ନିଶମ ବିଭାଗ ସଦସ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । କାରରେ ଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୪ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.