Browsing Tag

cctv

ଇଣ୍ଡିଆନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ଲକ୍ଷ ଟଙ୍କା ଲୁଟ୍‌ ଘଟଣା : ମିଳିଲା ସିସିଟିଭି ଫୁଟେଜ୍‌

କଟକ : ଇଣ୍ଡିଆନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ମିଳିଛି ସିସିଟିଭି ଫୁଟେଜ୍‌ । ସନ୍ଦେହ ଘେରକୁ ଆସିଛି ଏକ ଇନୋଭା କାର୍‌ । କାର୍‌ଟି ନମ୍ବର ବିହୀନ ଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଛି । କାର୍‌ଟି କଟକ ଅଭମୁଖେ ଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି…

ସମ୍ବଲପୁର ଜଗିବ ସିସିଟିଭି କ୍ୟାମେରା , ୧୮ଟି ସ୍ଥାନରେ ଲାଗିଲା ୬୦ଟି ସିସିଟିଭି

ସମ୍ବଲପୁର ସହରକୁ ଜଗିବ ସିସିଟିଭି କ୍ୟାମେରା । ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ୧୮ଟି ସ୍ଥାନରେ ୬୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ୨୪ ଘଣ୍ଟିଆ ମଡର୍ଣ୍ଣ କଣ୍ଟ୍ରୋଲ ରୁମର ଉଦଘାଟନ କରିଛନ୍ତି ଡିଆଇଜି ସତ୍ୟବ୍ରତ ଭୋଇ । ଏହାସହ ୪ଟି ନୂଆ ପିସିଆର ଭ୍ୟାନର ଉଦଘାଟିତ ହୋଇଛିି । ଜିଲ୍ଲାରେ…

କ୍ୟାମେରା ଆଖିରେ କଏଦ୍ ହେଲା ଲାଇଭ୍ ଚୋରୀ !

ଗଞ୍ଜାମ : ସିସିଟିଭି ସାମ୍ନାରେ ଲାଇଭ୍ ଲୁଟ୍। କ୍ୟାମେରା ଆଖିରେ କଏଦ୍ ହେଲା ଚୋରୀର ଦୃଶ୍ୟ। ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ରହ୍ମପୁର ବଡ଼ବଜାର ଅଶୋକ ପଟ୍ଟନାୟକଙ୍କ ସ୍ତ୍ରୀ ସ୍ମିତା ମଞ୍ଜରୀ…