ପ୍ରେମର କରୁଣ ପରିଣତି, ପ୍ରେମିକା ଡ୍ୟାନ୍ସରର ଜୀବନ ନେଲେ ପ୍ରେମିକ
ଝିଅଟି ଯେତେବେଳେ ବଡ଼ ହୁଏ ସେତେବେଳେ ପରିବାରର ଆର୍ଥିକ ଅନଟନ ତା ଆଖି ଆଗକୁ ଯଦି ଆସେ । ତେବେ ସେ ଘରୁ ପାଦ ବାହାର କରେ ରାଜଧାନୀ ଅଭିମୁଖେ । ଭୁବନେଶ୍ୱରରେ ରହି ପରିବାର ପୋଷିବା ପାଇଁ କିଏ କେତେ ପ୍ରକାରର ଫନ୍ଦି ଫିକର କରି ପରିବାର ପୋଷିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏ ହେଉଛି ରାଜଧାନୀ । ଠିକ୍ ସେ ଚାଲି ନ ଜାଣିଲେ । କେଉଁଠି ପାଦ ଛନ୍ଦି ହୋଇ ହଜିଯାଏ । ଏ ସମାଜ ଭିତରୁ ଆଉ ବାପା ମା ପରିବାର ବର୍ଗ ଯେତେ ଖୋଜିଲେ ବି…
Read More...