Browsing Tag

chatgpt

ଫ୍ରିରେ ମିଳୁଛି ChatGPT ର ସବସ୍କ୍ରିପସନ୍, ବ୍ୟବହାର କରିପାରିବେ ଏହି ପ୍ରିମିୟମ୍ ଫିଚର୍ସ

OpenAI ଭାରତୀୟ ୟୁଜର୍ସଙ୍କୁ ଖୁସି କରିଛି । କମ୍ପାନୀ ଏକ ବର୍ଷ ପାଇଁ ChatGPT ସବସ୍କ୍ରିପସନ୍ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରୁଛି । ଏହି ଅଫର୍ ସମସ୍ତ ChatGPT ୟୁଜର୍ସଙ୍କ ପାଇଁ ଉପଲବ୍ଧ, ଯେଉଁଥିରେ ଡେଭଲପର, ଛାତ୍ର ଏବଂ କାର୍ଯ୍ୟରତ ବୃତ୍ତିଗତ ମଧ୍ୟ ସାମିଲ ଅଛନ୍ତି । ଆଜି, ନଭେମ୍ବର ୪…

OpenAI ଭାରତରେ ଲଞ୍ଚ କରିଛି ChatGPT Go ପ୍ଲାନ୍, ଜାଣନ୍ତୁ କେତେ ଟଙ୍କାରେ ମିଳିବ ୧ ମାସର ସବସ୍କ୍ରିପସନ୍

OpenAI ଭାରତରେ ChatGPT Go ପ୍ଲାନ୍ ଲଞ୍ଚ କରିଛି । ଏହା ChatGPTର ସବୁଠାରୁ ଶସ୍ତା ସବସ୍କ୍ରିପସନ୍ ପ୍ଲାନ୍ । ChatGPT Go ପ୍ଲାନର ଏକ ମାସର ସବସ୍କ୍ରିପସନ୍ ୩୯୯ ଟଙ୍କା ରଖାଯାଇଛି । କମ୍ପାନୀ ଘୋଷଣା କରିଛି ଯେ ସମସ୍ତ ChatGPT ସବସ୍କ୍ରିପସନ୍ ପ୍ଲାନ୍ UPI ମାଧ୍ୟମରେ ଦେୟ କରାଯାଇପାରିବ,…

ମନୁଷ୍ୟର ମସ୍ତିଷ୍କକୁ ପ୍ରଭାବିତ କରୁଛି ଏଆଇ, ଆସିଲା ବିଶେଷଜ୍ଞଙ୍କ ମତ

ମଣିଷକୁ ମୂର୍ଖ କରୁଛି ଚାଟ ଜିପିଟି । ଏକଥା ଆମେ କହୁନୁ, ଗବେଷଣା କରିଥିବା କିଛି ବିଶେଷଜ୍ଞ କହୁଛନ୍ତି । ଏଆଇ କିପରି ମନୁଷ୍ୟର ମସ୍ତିଷ୍କକୁ ପ୍ରଭାବିତ କରୁଛି, ଏକ ସାମ୍ପ୍ରତିକ ଅଧ୍ୟୟନରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ଚାଟ ଜିପିଟି ଭଳି ଏଆଇ ଟୁଲ୍ସଗୁଡ଼ିକ ଛାତ୍ରଛାତ୍ରୀଙ୍କ…

ChatGPT ତିଆରି କରୁଛି ନକଲି ଆଧାର କାର୍ଡ ଏବଂ ପାନ୍ କାର୍ଡ, ବଢ଼ୁଛି ସାଇବର ଠକେଇର ଆଶଙ୍କା

ବର୍ତ୍ତମାନ ଘାରିଛି ଘିବଲି ନିଶା । ଘିବଲି ସବୁ କିଛି କରୁଛି । ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରାଉଛି । ଲୋକଙ୍କର ଫଟୋକୁ କାଟୁର୍ନ ବନଉଛି ଘିବଲି । ଏଥିସହ ଭିଡିଓ ମଧ୍ୟ କରୁଛି । ଖାଲି ଏତିକି ନୁହେଁ ବର୍ତ୍ତମାନ ଘିବଲିକୁ ନେଇ ଆସିଛି ଏକ ବଡ଼ ଖବର । ଯାହା ଜାଣିଲେ ଆପଣ ବି ହୋଇଯିବେ…

ବର୍ତ୍ତମାନ ଭିଡିଓରେ ମଧ୍ୟ କନଭର୍ଟ ହେବ Studio Ghibli Ai Images, ଜାଣନ୍ତୁ କରିବେ କିପରି

OpenAI ଦ୍ବାରା Studio Ghibli style Ai image ଫିଚରକୁ ମାର୍ଚ୍ଚ ୨୬, ୨୦୨୫ ରେ ChatGPT ରେ ଆଡ୍ କରାଯାଇଥିଲା । ହେଲେ କିଛି ଘଣ୍ଟା ମଧ୍ୟରେ ଏହି ଫିଚର ଇଣ୍ଟରନେଟ୍ ସେନସେସନ୍ ପାଲଟିଗଲା । ସମଗ୍ର ଟେକ୍ ଜଗତରେ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚତ ବିଷୟ ହେଉଛି Ghibli style ଫଟୋ । ChatGPT…

ମାର୍କେଟକୁ ଆସିଲା ChatGPT Sunglasses, ଜାଣନ୍ତୁ କିପରି କରିବ କାମ

ଆଜିକାଲି ଟେକ୍ କମ୍ପାନୀଗୁଡିକ ସ୍ମାର୍ଟଫୋନରେ ଚାଟ୍ ଜିପିଟିର ବ୍ୟବହାର ବଢାଇଦେଇଛନ୍ତି । ତେବେ ବର୍ତ୍ତମାନ ହଂକଂ କମ୍ପାନୀ ଏକ ପାଦ ଆଗକୁ ଯାଇ ବଜାରରେ ଚାଟ୍ ଜିପିଟି ଚଷମା ଲଞ୍ଚ କରିଛି । ସୋଲୋସ୍ ନାମକ ଏକ କମ୍ପାନୀ ଚାଟ୍ ଜିପିଟି ଚାଳିତ ଏୟାରଗୋ ଭିଜନ୍ ନାମକ ଏକ ଚଷମା ଲଞ୍ଚ କରିଛି ।…

Merry AI: ଏବେ ସାଣ୍ଟା କ୍ଲଜ୍ ଭଏସରେ ଆପଣଙ୍କ ସହ କଥା ହେବ ChatGPT

OpenAI ଏବେ ChatGPT ପାଇଁ ଏକ holiday-ଥିମ୍ ଭଏସ୍ ଫିଚର୍ ଉପସ୍ଥାପନ କରିଛି । ଯାହାକି ୟୁଜର୍ସଙ୍କୁ ଡିସେମ୍ବର ମାସରେ AI- ପାୱାର୍ଡ ସାଣ୍ଟା କ୍ଲଜ୍ ସହିତ ଯୋଗାଯୋଗ କରିବାକୁ ଅନୁମତି ଦେଇଥାଏ । ଖ୍ରୀଷ୍ଟମାସର କିଛି ଦିନ ପୂର୍ବରୁ ନୂଆ "ସାଣ୍ଟା ମୋଡ୍" ChatGPTର ଭଏସ୍ ମୋଡ୍ କୁ ଏକ…

ChatGPTରେ ଆସିଲା ଖାସ୍ ଫିଚର, ରିୟଲ ଟାଇମରେ ମିଳିବ ସବୁ ସୂଚନା

ChatGPT ମେକର OpenAI ଗୁଗଲର ସୁପ୍ରମାସିକୁ ଚ୍ୟାଲେଞ୍ଜ କରିଛି । କମ୍ପାନୀ ଏହାର ଜେନେରେଟିଭ୍‌ AI ଟୁଲ GPT-4o ରେ ରିୟଲ ଟାଇମ୍‌ ସର୍ଚ୍ଚ ଫିଚର ଯୋଡିଛି । ChatGPT ରେ ୟୁଜର୍ସମାନେ ବର୍ତ୍ତମାନ ଗୁଗଲ ସର୍ଚ୍ଚ ପରି ରିୟଲ ଟାଇମରେ ସବୁକିଛି ସର୍ଚ୍ଚ କରିପାରିବେ । ଏହି AI ଟୁଲ ମାଇକ୍ରୋ…

iPhone ରେ ଆସିଲା ChatGPT, ରୋଲଆଉଟ୍ ହେଲା iOS 18.2 ଅପଡେଟ୍

Apple ତା'ର ଡେଭ୍ଲର୍ପସଙ୍କ ପାଇଁ iOS 18.2 developer beta 1 କୁ ରିଲିଜ୍‌ କରିଛି । କିନ୍ତୁ, କମ୍ପାନୀ ଏପର୍ଯ୍ୟନ୍ତ ୟୁଜର୍ସମାନଙ୍କ ପାଇଁ iOS 18.2 ଅପଡେଟ୍‌ ରିଲିଜ୍‌ କରିନାହିଁ । Apple ର ଏହି ଅପଡେଟ୍‌ Apple Intelligence ଫିଚର୍ସ ସହିତ ଆସିବ । ଯାହା ପାଇଁ ଲୋକମାନେ ଦୀର୍ଘ…

ଦୁଇ ଘଣ୍ଟା ପର୍ଯ୍ୟନ୍ତ ଠପ୍‌ ହେଲା ChatGPT ସର୍ଭିସ, ପ୍ରଭାବିତ ହେଲେ ୧୦ କୋଟି ୟୁଜର୍ସ

ଟେକ୍ନୋଲୋଜି ଦୁନିଆରେ ଖୁବ ନାଁ କରିଥିବା AI ପ୍ଲାଟଫର୍ମ ChatGPT ସର୍ଭିସ ଦୁଇ ଘଣ୍ଟା ଧରି ବନ୍ଦ ହୋଇ ଯାଇଥିବା ସୂଚନା ମିଳିଛି । ଏପରି ଆଉଟେଜ୍‌ ଘଟିବା ଯୋଗୁଁ ପ୍ରାୟ ୧୦ କୋଟି ୟୁଜର ପ୍ରଭାବିତ ହୋଇଥିବା ରିପୋର୍ଟରେ କୁହାଯାଇଛି । ୭ ନଭେମ୍ବର ରାତି ପ୍ରାୟ ୮.୩୦ରେ ଏଭଳି ସମସ୍ୟା ହୋଇଥିବା…

OpenAI ଲଞ୍ଚ କଲାGPT-4 ଟର୍ବୋ ମଡେଲ, ଜାଣନ୍ତୁ କଣ ରହିଛି ଖାସ

OpenAI କମ୍ପାନୀର ସିଇଓ ସାମ ଅଲ୍ଟମାନ ଏକ ନୂଆ GPT-4 ଟର୍ବୋ ମଡେଲ ଲଞ୍ଚ କରିଛନ୍ତି ଯାହା ବର୍ତ୍ତମାନର GPT-4 ମଡେଲ ତୁଳନାରେ ଅଧିକ ସକ୍ଷମ ଏବଂ ଶସ୍ତା ରହିଛି । ନୂଆ ଟର୍ବୋ ମଡେଲ୍ ୧ ଲକ୍ଷ ୨୮ ହଜାର କଣ୍ଟେକ୍ସ ୱିଣ୍ଡୋକୁ ସପୋର୍ଟ କରେ ଏବଂ ଏପ୍ରିଲ୍ ୨୦୨୩ ସୁଦ୍ଧା କୌଣସି ପ୍ରଶ୍ନର ଉତ୍ତର…

ମୋବାଇଲ ୟୁଜର୍ସଙ୍କ ପାଇଁ ଲଞ୍ଚ୍‌ ହେଲା ChatGPT, ମାଗଣାରେ କରନ୍ତୁ ଡାଉନଲୋଡ

ଚାଟଜିପିଟି ଆସିବା ପରେ ସାରା ଦୁନିଆରେ ହଇଚଇ ମଚାଇ ଦେଇଛି । ନିଜର ଖାସ୍‌ ଫିଚର୍ସ କାରଣରୁ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଅନେକ ଲୋକଙ୍କୁ ଚାଟ ଜିପିଟି କାରଣରୁ ନିଜ ଚାକିରି ଯିବାର ଭୟ ରହିଲାଣି ତ ଆଉ କିଏ ଏହାକୁ ଟଙ୍କା ରୋଜଗାର କରିବାର ଜରିଆ ବନାଇ ଦେଇଛି । ମୁସକିଲ ଲାଗୁଥିବା…