Below header
Browsing Tag

chatrapur

ରୁଷ୍ୟଭୃଙ୍ଗ ପର୍ବତର ଗୁମ୍ଫାରେ ପୂଜା ପାଆନ୍ତି ଅନେକ ଦେବାଦେବୀ, ରହିଛି ଅନେକ କିମ୍ବଦନ୍ତୀ ଓ ରହସ୍ୟମୟୀ କଥା

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସୁନ୍ଦରପୁର ଗାଁ ନିକଟରେ ରହିଥିବା ରୁଷ୍ୟଶୃଙ୍ଗ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗୁମ୍ପା ଯେଉଁଠି ପୂଜା ପାଆନ୍ତି ବାବା ରୁଷ୍ୟଶୃଙ୍ଗ ମହାଦେବ । ଗୁମ୍ପା ନିକଟକୁ ଯିବା ପାଇଁ ରାସ୍ତା ନଥିଲେ ମଧ୍ୟ ଦୀର୍ଘ ଦୁଇ କିଲୋମିଟରର ଅବଡ଼ା ଖବଡ଼ା ରାସ୍ତା ବଡ଼ ବଡ଼ ପଥର…

ଶୋଇଥିବାବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଝରକା ଭାଙ୍ଗି ଲୁଟିନେଲେ ୨୫ ଭରି ସୁନା

(କେନ୍ୟୁଜ): ଝରକା ଭାଙ୍ଗି ଲୁଟିଲେ୨୫ ଭରି ସୁନା । ଛତ୍ରପୁର ଥାନା ଅଧିନ ତୁଳସୀନଗର ଚତୁର୍ଥ ଲାଇନର କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ଲୁଟ । ବିଳମ୍ବିତ ରାତିରେ ଘରେ ପଶି ଲୁଟିଲେ ୨୫ ଭରି ସୁନା,୪୦ ଭରି ରୂପା , ନଗଦ୨୫ ହଜାର ଟଙ୍କା। ଏହାସହ ଏଟିଏମ ,ଆଧାର କାର୍ଡ ଓ ଆନ୍ୟନ୍ୟ କାଗଜପତ୍ର ଚୋରୀ କରି…

ବିଗୁଡୁଛି ଛତ୍ରପୁର ସ୍ଥିତି, ଭାବି ପତ୍ନୀଙ୍କ ମୃତ୍ୟୁ ପରେ ପୋଲିସ ଉପରକୁ ଆକ୍ରମଣ କଲେ ଉତ୍ତ୍ୟକ୍ତ ଲୋକେ, ଛଡାଇନେଲେ…

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଭାବୀ ସ୍‌ୱାମୀଙ୍କୁ ହତ୍ୟା କରାଯିବା ପରେ ନିଜେ ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଛି । ଏଭଳି ଏକ ଘଟଣା ପରେ ତୁରନ୍ତ ହତ୍ୟାକାରୀ ମାନଙ୍କୁ ଗିରଫ ଦାବୀରେ ଶତାଧିକ…

ଟ୍ରେନ ଚେନ୍ ଟାଣି ଶତାଧିକ ପ୍ରବାସୀ ଓଡ଼ିଆ ଫେରାର, ୭୦ଙ୍କୁ କାବୁ କଲେ ପୋଲିସ

ଛତ୍ରପୁର(କେ.ନ୍ୟୁଜ): ଟ୍ରେନର ଚେନ ଟାଣି ଟ୍ରେନରୁ ଓହ୍ଳାଇଲେ ପ୍ରବାସୀ ଓଡିଆ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବାଲିବଗଡ ଠାରେ ଟ୍ରେନର ଚେନ ଟାଣିଛନ୍ତି ପ୍ରବାସୀ ଓଡିଆ। ଟ୍ରେନ ରହିବା ପରେ ଶତାଧିକ ପ୍ରବାସୀ ଓଡିଆମାନେ ଟ୍ରେନରୁ ଓହ୍ଳାଇ କେଉଁ ଆଡେ ପଳାଇଥିଲେ। ସ୍ଥାନୀୟ ଲୋକେ ଏ…