Browsing Tag

Cheap iPhone

ଲଞ୍ଚ ହେବ ଆଇଫୋନର ଶସ୍ତା ମଡେଲ୍‌, ଅପେକ୍ଷାରେ ରହିଛନ୍ତି ୟୁଜର୍ସ

ଦିନକୁ ଦିନ ଆଇଫୋନର ବ୍ୟବହାର ବଢ଼ିବାରେ ଲାଗିଛି । ଲୋକମାନଙ୍କ ମଧ୍ୟରେ ଆଇଫୋନର କ୍ରେଜ୍‌ ଭିନ୍ନ । କିନ୍ତୁ ଏହାର ଦାମ୍‌ ଅଧିକ ଥିବାରୁ କିଛି ଲୋକ ଏହାକୁ ବ୍ୟବହାର କରିପାରି ନଥାନ୍ତି । କିନ୍ତୁ ଲିକ୍‌ ହୋଇଥିବା ତଥ୍ୟ ଅନୁଯାୟୀ କମ୍ପାନୀ ଖୁବଶୀଘ୍ର କମ୍‌ ବଜେଟର ଏକ ଫୋନ ଲଞ୍ଚ କରିପାରେ ।…

ଭାରତରେ ଶସ୍ତା ହେବ ଆଇଫୋନ୍: ଆଇଫୋନ୍ ନିର୍ମାତା ଫକ୍ସକନ୍ ଭାରତରେ ତିଆରି କରିବ ଚିପ୍, ବେଦାନ୍ତ ସହ ହେଲା ପାର୍ଟନରସିପ

ବିଶ୍ୱରେ ଅନେକ ସ୍ଥାନରେ ଚିପ ର ଅଭାବ ଦେଖାଯାଉଥିବା ବେଳେ ତାଇୱାନର ଆଇଫୋନ୍ ନିର୍ମାତା ଫକ୍ସକନ୍ ବେଦାନ୍ତ ସହ ପାର୍ଟନରସିପ କରିବ ବୋଲି ଘୋଷଣା କରିଛି। ଏହି ପାର୍ଟନରସିପ ଅନୁଯାୟୀ ଉଭୟ କମ୍ପାନୀ ଭାରତରେ ଚିପ୍ ଉତ୍ପାଦନ କରିବେ। ଫକ୍ସକନ୍ ହେଉଛି ବିଶ୍ୱର ସବୁଠୁ ବଡ ଇଲେକ୍ଟ୍ରୋନିକ୍…

ନୂଆବର୍ଷରେ ଆପଲ୍‌ ପ୍ରେମୀଙ୍କ ପାଇଁ ଭଲ ଖବର, ଆସୁଛି ସବୁଠୁ ଶସ୍ତା 5G iPhone

ନୂଆବର୍ଷରେ ଆସୁଛି ଆପଲ୍ ର ସବୁଠୁ ଶସ୍ତା 5G iPhone । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଖେଳିଯାଇଛି ଏକ୍ସାଇଟମେଣ୍ଟ ଲେଭଲ । ଆଇଫୋନ ଯାହା ସବୁବେଳେ ଯୁବବର୍ଗଙ୍କ ପାଇଁ ପ୍ରଥମ ପସନ୍ଦ ରହିଥାଏ । କିନ୍ତୁ ଏହାର ଦାମ୍ କୁ ନେଇ ଅନେକ ଜଣ ପଛଘୁଞ୍ଚା ହୋଇଯାନ୍ତି । ସବୁଠୁ ଦାମୀ ଫୋନ କଥା…

ମାର୍ଚ୍ଚରେ ଲଞ୍ଚ୍‌ ହେବ ସବୁଠାରୁ ଶସ୍ତା ଆଇଫୋନ୍‌, ଜାଣନ୍ତୁ କେତେ ରହିବ ଦାମ୍‌

ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ‘ଆପଲ୍‌’ର ଆଇଫୋନ୍‌ SE2 (iPhone SE2) କମ୍ପାନୀର ଆଫୋର୍ଡେବୁଲ୍‌ ଆଇଫୋନ୍‌ ହେବ। ସାମ୍ନାକୁ ଆସିଥିବା କିଛି ରିପୋର୍ଟ ମୁତାବକ, ଏହି ଆଇଫୋନ୍‌କୁ ଆଇଫୋନ୍‌ 9 (iPhone 9) ନାଁ ଦିଆଯାଇପାରେ। ନୂଆ ଆଇଫୋନ୍‌ରେ 4.7 ଇଞ୍ଚ୍‌ର LCD…