ବର୍ଡର ଗାଭାସ୍କର ଟ୍ରଫିରେ ପୂଜାରାଙ୍କୁ ମିଳିଲା ବଡ଼ ଦାୟିତ୍ବ, ଜିଣିବେ ଫ୍ୟାନ୍ସଙ୍କ ମନ
ଭାରତୀୟ ଟିମର ସିନିଅର ଟେଷ୍ଟ ବ୍ୟାଟର ଚେତେଶ୍ବର ପୂଜାରା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି । ଦୀର୍ଘଦିନରୁ ଟେଷ୍ଟ ଟିମରୁ ଡ୍ରପ ହୋଇଥିବା ପୂଜାରା ବର୍ଡର ଗାଭାସ୍କର ଟ୍ରଫିରେ ଭିନ୍ନ ଦାୟିତ୍ବ ନିର୍ବାହ କରିବେ । ଏଥିର ପୂଜାରା ବ୍ୟାଟ ନୁହେଁ ମାଇକ ସହିତ…