Below header
Browsing Tag

chief secretary

ବାଇ-ଲ ପ୍ରତ୍ୟାହର ପାଇଁ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

କେନ୍ୟୁଜ୍(ବ୍ୟୁରୋ): ଏକାମ୍ର କ୍ଷେତ୍ର ଚିଠା ଅଧିନିୟମ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂହଙ୍କୁ ଚିଠି ଲେଖିଲେ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଏକାମ୍ର କ୍ଷେତ୍ର ମନ୍ଦିର ସମ୍ପର୍କିତ ଚିଠା ବିଜ୍ଞପ୍ତି ସେବାୟତମାନଙ୍କୁ ଆଘାତ ଦେଇଛି। ମନ୍ଦିର ଟ୍ରଷ୍ଟ…

ଏବେ ଫୋକସରେ ପଶ୍ଚିମ ଓଡ଼ିଶା, ଆଜି ବଲାଙ୍ଗିର ଓ ବରଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ

ବଲାଙ୍ଗିର(କେ ନ୍ୟୁଜ):  ରାଜ୍ୟ ସରକାରଙ୍କ ଫୋକସରେ ଏବେ ପଶ୍ଚିମ ଓଡ଼ିଶା। ସମ୍ବଲପୁର ଓ ରାଉରକେଲା ପରେ ଆଜି ବଲାଙ୍ଗିର ଓ ବରଗଡ଼ ଜିଲ୍ଲା ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ତାଙ୍କ ସହ ଫାଇଭ୍‌ ଟି ସଚିବ ଭି.କେ ପାଣ୍ଡିଆନ୍‌ ମଧ୍ୟ ରହିବେ। ପାଇକମାଲରେ ନୃସିଂହନାଥ ମନ୍ଦିର…

ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁରେଶ ମହାପାତ୍ର, ରାଜ୍ୟବାସୀଙ୍କ ପାଇଁ…

ପୁରୀ(କେନ୍ୟୁଜ୍):  ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ସୁରେଶ ମହାପାତ୍ର । ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପୂର୍ବରୁ ସୁରେଶ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା  ପରେ ରାଜ୍ୟ…

କରୋନା ଖାଇଗଲାଣି ରାଜସ୍ବ,ମୁକାବିଲାରେ ରାଜ୍ୟରେ ଖର୍ଚ୍ଚ ହେଲାଣି ୧୯ ଶହ କୋଟି ଟଙ୍କା

କେନ୍ୟୁଜ୍(ବ୍ୟୁରୋ):   କରୋନା ଖାଇଗଲାଣି ରାଜସ୍ବ। ଧିରେ ଧିରେ ରାଜ୍ୟ ରାଜକୋଷର ସିଂହ ଭାଗ ଧନକୁ ଖାଇବାରେ ସଫଳ ହେଉଛି କରୋନା। ଏହି କରୋନା ମୁକାବିଲାରେ ରାଜ୍ୟରେ ଖର୍ଚ୍ଚ ହେଲାଣି ୧୯ ଶହ କୋଟି ଟଙ୍କା। ଯାହ ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ମୁଖ୍ୟମନ୍ତ୍ରୀ  ରିଲିଫ…

କ୍ୱାରେଣ୍ଟାଇନ୍‌ ଭଙ୍ଗକାରୀଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ, ଅମାନିଆ ହେଲେ ପୋଲିସ୍‌ ଗିରଫ କରିବ ଓ ଦୂରକୁ ବିଦା…

ଭୁବନେଶ୍ୱର (କେ ନ୍ୟୁଜ୍‌) : କ୍ୱାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ ଏବେ କଡ଼ା ଦଣ୍ଡ ଭୋଗିବାକୁ ପଡ଼ିବ । ପୋଲିସ୍‌ ଦ୍ୱାରା ଗିରଫ ହେବେ ଓ ତାଙ୍କୁ ଦୂର ଜାଗାକୁ କ୍ୱାରେଣ୍ଟାଇନ୍‌ରେ ପଠାଇ ଦିଆଯିବ । ଏଭଳି ଚେତାବନୀ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୁଖ୍ୟମନ୍ତ୍ରୀ ନବୀନ…