Browsing Tag

chilika bird

ଆସନ୍ତା ଜାନୁଆରୀ ୬ ରୁ ଆରମ୍ଭ ହୋଇ ୧୨ ଯାଏଁ ଚାଲିବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ

ଭୁବନେଶ୍ୱର : ଭୁବନେଶ୍ୱର କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହେବ ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ।  ଜାନୁଆରୀ ୬ ତାରିଖରୁ ୧୨ ତାରିଖ ଯାଏ ଚାଲିବ ।  ଏହି ବିହଙ୍ଗ ଉତ୍ସବ ଚିଲିକାର ସୌନ୍ଦର୍ଯ୍ୟ  ଜୈବବିବିଧତା, ସୁରକ୍ଷା ଏବଂ ଗୋଷ୍ଠୀ ପରିଚାଳିତ ସଂରକ୍ଷଣର ଗରିମାମୟ ଐତିହ୍ୟକୁ ଅଧିକ…

ଚିଲିକାକୁ ଆସିଲେଣି ଦେଶ ବିଦେଶର ୪ଲକ୍ଷରୁ ଊର୍ଦ୍ଧ୍ବ ପକ୍ଷୀ

ଟାଙ୍ଗୀ : ଚିଲିକାକୁ ଆସିଲେଣି ଦେଶ ବିଦେଶର ୪ଲକ୍ଷରୁ ଊର୍ଦ୍ଧ୍ବ ପକ୍ଷୀ । ବିଗତ ବର୍ଷମାନଙ୍କ ତୁଳନାରେ ପକ୍ଷୀ ସଂଖ୍ୟା କମ୍ ପରିଲକ୍ଷିତ ହେଉଛି । ଅନ୍ୟପଟେ ପକ୍ଷୀ ଶିକାର ରୋକିବାକୁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପକ୍ଷୀ ସୁରକ୍ଷା ପାଇଁ ଜଳ…

ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ

ଟାଙ୍ଗୀ: ଉତ୍କଳ କମଳା ବିଳାସ ଦିର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା । ସତରେ ଏହି ଚିଲିକା ଆମର ଗର୍ବ ଓ ଗୌରବ । ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ ଚିଲିକା । ଏହାରି ମଧ୍ୟରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇ ଯାଉଛି ତାହା ହେଉଛି ମଙ୍ଗଳାଯୋଡି ଓ ନଳବଣ ପକ୍ଷୀ ଅଭୟରଣ୍ୟ । ଶୀତର ପହିଲି…

ଚିଲିକା ଭଳି ଦେଖିବାକୁ ଏଇ ବଂଶଧାରା ନଦୀ ଅବବାହିକାରେ ଥିବା ଭାଲେରୀ ଗାଁ

ଗୁଣୁପୁର : ଗୋଟିଏ କି ଦୁଇଟି ନୁହଁ ଏମିତି ଦଳଦଳ ସାଇବେରିଆ ପକ୍ଷୀ ବସନ୍ତି ଗାଁ ମୁଣ୍ଡ ଗଛରେ । ଆଉ ସେମାନଙ୍କ ରାବରେ ପୂରୀ ଉଠେ ଗାଁ । ମୌସୁମୀର ଆଗମନ ପୂର୍ବରୁ ଦଳ ଦଳ ହୋଇ ଏଠାକୁ ଆସନ୍ତି ଆଉ ଶୀତ ଶେଷ ଯାଏଁ ଏଠାରେ ରୁହନ୍ତି । ଏହାରି ଭିତରେ ଅଣ୍ଡା ଦେଇ ଛୁଆ ଜନ୍ମ କରନ୍ତି । ଫେରିବା…

ନୀଳାମ୍ବୁ ଚିଲିକାରେ ମେଲିଛି ରଙ୍ଗର ପସରା, ଶୀତର ପହିଲି ସ୍ପର୍ଶରେ ଆସିଲେଣି ନୂଆ ଅତିଥି

ଟାଙ୍ଗୀ(କେନ୍ଯୁଜ୍): ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ନୂଆ ଅତିଥି । ଦେଶବିଦେଶରୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ନାନା ପ୍ରଜାତିର ପକ୍ଷୀ ମାନଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ । ଏବେ ଚିଲିକା ପାଲିଟିଛି ଦେଶି ବିଦେଶୀ ପକ୍ଷୀମାଙ୍କ ପାଇଁ ଭୂସ୍ୱର୍ଗ । ନିଳାମ୍ବୁ ଚିଲିକାରେ ମେଲିଛି…

ଚିଲିକାରେ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଚଢାଉ: ୩ ମୃତ ଓ ଗୋଟିଏ ଜୀବିତ ବିଦେଶୀ ପକ୍ଷୀ ଜବତ, ଜଣେ ଶିକାରୀ ଗିରଫ

ଟାଙ୍ଗୀ: ଏବର୍ଷ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିଲାଣି । ଏଣୁ ହଜାର ହଜାର ମାଇଲ ଦୂରରୁ ରଙ୍ଗ ବେରଙ୍ଗର ନାନା ପ୍ରଜାତିର ବିଦେଶୀ ଆସି ପହଁଚିଲେଣି ଚିଲିକା ବକ୍ଷକୁ । କିନ୍ତୁ ନିଷ୍ଠୁର ଅର୍ଥ ଲୋଭୀ ପକ୍ଷୀ ଶୀକାରୀ କେଇ ଟଙ୍କା ପାଇଁ ନିରୀହ ପକ୍ଷୀ ମାନଙ୍କୁ ବିଭିନ୍ନ ଉପାୟରେ ଶିକାର କରି ବେଶ ଦୁଇ…

ଶୀତର ପହିଲି ସ୍ପର୍ଶରେ ଚିଲିକାରେ ଜମିଲାଣି ଲକ୍ଷାଧିକ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ

ଟାଙ୍ଗୀ: ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ନୂଆ ଅତିଥି । ଦେଶି ବିଦେଶୀ ପକ୍ଷୀଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ । ଏବେ ଚିଲିକା ପାଲିଟିଛି ଦେଶି ବିଦେଶୀ ପକ୍ଷୀମାଙ୍କ ପାଇଁ ଭୂସ୍ୱର୍ଗ । ନିଳାମ୍ବୁ ଚିଲିକାରେ ମେଲିଛି ରଙ୍ଗର ପସରା । ଭଳିକି ଭଳି ରଙ୍ଗ ବେରଙ୍ଗର ପକ୍ଷୀ…