Browsing Tag

china corona death

ଗୋଟିଏ ନୁହେଁ, ଚୀନରେ ୪ଟି ଭାରିଆଣ୍ଟ ପାଇଁ ସୃଷ୍ଟି ହୋଇଛି ସାଂଘାତିକ ସ୍ଥିତି

ଚୀନରେ ମହାମାରୀ କରୋନାର ହାହାକର ସ୍ଥିତି । ଦୈନିକ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ଲକ୍ଷାଧିକ ଲୋକ ପ୍ରାଣ ହରାଉଛନ୍ତି । ଚୀନର ଏପରି ଭୟଙ୍କର ସ୍ଥିତି ଦେଖି ଭାରତ ସରକାର ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ତେବେ ଗୋଟିଏ ନୁହେଁ ୪ଟି କରୋନା ଭାରିଆଣ୍ଟ ଚୀନରେ ସୃଷ୍ଟି…

ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ: ୭ ଦିନରେ ୩୬ ଲକ୍ଷ ମାମଲା ରେକର୍ଡ, ୧୦ ହଜାର ମୃତ୍ୟୁ

ଚୀନ ସମେତ ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ ସପ୍ତାହେ ମଧ୍ୟରେ କରୋନା ସଂକମ୍ରଣ ନେଇ ୩୬ ଲକ୍ଷ କେସ୍‌ ସାମ୍ନାକୁ ଆସିଛି । ଗତ ୭ ଦିନରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଚୀନ ପରେ ଆମେରିକା, ଜାପାନ, ବ୍ରାଜିଲ, ଦକ୍ଷିଣ କୋରିଆ, ଜର୍ମାନୀ ଭଳି ଦେଶରେ କରୋନା…

ଶୀତରେ ଆହୁରି ଆତଙ୍କ ଖେଳାଇବ ମହାମାରୀ! ଆସିବ କରୋନାର ଆଉ ୩ ଲହର

ଚୀନ୍: ଚୀନରେ କରୋନା ସ୍ଥିତି ସଙ୍ଗୀନ । ଶୀତରେ ଆହୁରି ଆତଙ୍କ ଖେଳାଇବ ମହାମାରୀ । ଆସିବ କରୋନାର ଆଉ ୩ ଲହର । ଏ ନେଇ ମହାମାରୀ ବିଶେଷଜ୍ଞ ମାନେ ସତର୍କ କରି ଦେଇଛନ୍ତି । ଆସନ୍ତା ମାସରେ କୋଭିଡ ସ୍ଥିତି ଅଣାୟତ୍ତ ହେବ ବୋଲି କୁହାଯାଇଛି । ଚୀନର ମହାମାରୀ ବିଶେଷଜ୍ଞ ଉ-ଜୁନ୍‌ୟୁଙ୍କ ସୂଚନା…

ଆଗେ ମିଛ କହିଥିଲା ଏବେ ସତ କହିଲା ଚୀନ୍‌, ବୁହାନ୍‌ ମୃତ୍ୟୁ ତାଲିକାରେ କଲା ସଂଶୋଧନ

କରୋନା ଭାଇରସର ଗ୍ରାଉଣ୍ଡ ଜିରୋ ସହର ବୁହାନ୍‌ ସ୍ୱାଭାବିକ ହେଲାଣି। ହେଲେ ବୁହାନ୍‌ର ମୃତ୍ୟୁ ସଂଖ୍ୟା ହଠାତ୍ ୫୦ ପ୍ରତିଶତ ବଢି ଯାଇଛି। ଚୀନ୍ ଉପରେ ସାରା ବିଶ୍ୱର ସଂଦେହ ଦୃଷ୍ଟି ପଡିବା ପରେ ତାଲିକା ସଂଶୋଧନ କରିଛି ବେଜିଂ। ସଂଶୋଧିତ ତାଲିକାରେ ବୁହାନ୍‌ରେ ୧୨ ଶହ ୯୦ ଜଣଙ୍କ ମୃତ୍ୟୁ…