ଚୀନକୁ ପୁଣି ଗ୍ରାସିବ ମହାମାରୀ, ଜୁନରେ ସଂକମ୍ରିତ ହେବେ ସାଢେ ୬ କୋଟି ଲୋକ
ନୂଆଦିଲ୍ଲୀ : ଚୀନକୁ ପୁଣି ଗ୍ରାସିବ ମହାମାରୀ। ପୁଣି ଆସିବ କୋଭିଡର ଭୟାନକ ଲହର। ଜୁନରେ ଶୀର୍ଷ ଛୁଇଁବ ସଂକ୍ରମଣ। ଜୁନ ଶେଷ ବେଳକୁ ସାଢେ ୬ କୋଟି ଲୋକ ସଂକମ୍ରିତ ହେଉଥିବେ। ଏକଥା ଆକଳନ କରିଛନ୍ତି ଚୀନର ଶ୍ୱାସରୋଗ ବିଶେଷଜ୍ଞ ଝୋଙ୍ଗ ନାନସାନ।
ଚୀନର ନୂଆ ଲହର ପଛରେ ରହିଛି XBB ଭାରିଆଣ୍ଟ।…