Browsing Tag

china india war

ସୋମବାର ସୁଦ୍ଧା ବର୍ଡରରୁ ସେନା ପ୍ରତ୍ୟାହାର କରିବେ ଭାରତ ଓ ଚୀନ୍‌, ରାଜି ହୋଇଛନ୍ତି ଦୁଇ ଦେଶ

ଲଦାଖ: ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରୁ ଚୀନ୍ ସେନା ପ୍ରତ୍ଯାହାର କରିବାକୁ ରାଜି ହୋଇଛି। ୧୨ ତାରିଖ ସୋମବାର ସୁଦ୍ଧା ଉଭୟ ଭାରତ ଓ ଚୀନ୍ ନିଜ ନିଜର ସେନା ପ୍ରତ୍ଯାହାର କରିବେ ବୋଲି ଶୁକ୍ରବାର ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପକ୍ଷରୁ ପ୍ରବକ୍ତା ଅରିନ୍ଦମ ବାଗଚୀ ସୂଚନା ଦେଇଛନ୍ତି।…

LACରେ ପୁଣି ଉତ୍ତେଜନା: ଭାରତ ଓ ଚୀନ ସେନା ମଧ୍ୟରେ ଗୁଳି ବିନିମୟ

କେନ୍ଯୁଜ୍ : LACରେ ପୁଣି ଉତ୍ତେଜନା । ଚୀନ ସେନା ଉପରେ ପୁଣି ଭାରି ପଡିଛି ଭାରତୀୟ ସେନା । PLAକୁ ମୁହଁତୋଡ ଜବାବ ଦେଇଛି ଭାରତ । ଚୀନ ସେନା ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବାରୁ ଗୁଳି ବିନିମୟ ହୋଇଛି । ଭାରତ ଓ ଚୀନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ରାତି ଅଧରେ ଭାରତ ସୀମା…

ବଡ଼ ଖବର ! ରାତିର ଅନ୍ଧକାରରେ ଚୀନ କରୁଛି ଯୁଦ୍ଧ ଅଭ୍ୟାସ, ଆଲର୍ଟ ରହିଛି ଭାରତ

ଭାରତ-ଚୀନ୍ ସୀମା ବିବାଦରେ ଯଦିଓ ଉଭୟ ଦେଶ ବୁଝାମଣା ମାଧ୍ୟମରେ ଏହାର ସମାଧାନ କରିବାକୁ ଦାବି କରୁଛନ୍ତି । କିନ୍ତୁ ଚୀନ୍ ସେନା ରାତିର ଅନ୍ଧକାରରେ କରୁଛି ଯୁଦ୍ଧ ଅଭ୍ୟାସ । ଏପଟେ ଉଭୟ ସୈନ୍ୟ ମଧ୍ୟ LAC ଉପରେ ସତର୍କ ଅଛନ୍ତି । ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ ଚୀନ୍ ସେନାର…

ଲଦାଖରେ ଚୀନ୍‌ ଓ ଭାରତୀୟ ସେନା ମୁହାଁମୁହିଁ ସ୍ଥିତିରେ ସୀମା ବିବାଦର ସମାଧାନ ପାଇଁ ଟ୍ରମ୍ପଙ୍କ ମଧ୍ୟସ୍ଥତା

କେନ୍ୟୁଜ : ସୀମା ବିବାଦର ସମାଧାନ ପାଇଁ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବ । ଜମ୍ମୁ-କାଶ୍ମୀର ବିବାଦର ସମାଧାନ ପାଇଁ ପୂର୍ବରୁ ଏକାଧିକ ପ୍ରସ୍ତାବ ଦେଇସାରିଥିବା ଡୋନାଲ୍‌ଡ୍‌ ଟ୍ରମ୍ପ ଏବେ ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ସୀମା ବିବାଦର ସମାଧାନ ପାଇଁ…