‘ଆଜି କି ରାତ ମଜା’ ଏବଂ ‘କାଟି ରାତ ମେନେ ଖେତୋ ମେଁ ତୁ ଆଇ ନେହିଁ’ ଗୀତର କୋରିଓଗ୍ରାଫର ଜାନି ମାଷ୍ଟର ଗିରଫ, ୨୧…
ବଲିଉଡରେ ଲୋକପ୍ରିୟ କୋରିଓଗ୍ରାଫର ଶେଖ ଜାନି ଅର୍ଥାତ ଜାନି ମାଷ୍ଟର ଯୌନ ଉତ୍ପୀଡନ ମାମଲାରେ ଗିରଫ ହୋଇଛନ୍ତି । ବେଙ୍ଗାଲୁରୁରୁ ତାଙ୍କୁ ଗିରଫ କରାଯାଇଛି । ସ୍ତ୍ରୀ ୨, ଜେଲର, ପୁଷ୍କା ୧ ଏବଂ ବରିସୁ ଭଳି ଫିଲ୍ମରେ କୋରିଓଗ୍ରାଫି କରିଥିବା ଜନି ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଯୌନ ଶୋଷଣ…