Browsing Tag

choreographer saroj khan

କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ଉପରେ ତିଆରି ହେବ ବାୟୋପିକ୍‌, ପ୍ରଥମ ପୁଣ୍ୟତିଥିରେ ହେଲା ଘୋଷଣା

ଦିବଂଗତ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ପ୍ରଥମ ପୁଣ୍ୟତିଥିରେ ଶନିବାର ତାଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରାଯାଇଛି। ଏହି ଫିଲ୍ମରେ ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ବର୍ଣ୍ଣନା କରାଯିବ। ତେବେ ଭାରତର ପ୍ରଥମ ମହିଳା କୋରିଓଗ୍ରାଫର ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା…

ସରୋଜ ଖାନ୍‌ଙ୍କ ବାୟୋପିକ୍‌ ତିଆରି କରିବେ ଏହି ନିର୍ଦ୍ଦେଶକ, ନିଜେ ସରୋଜ ଦେଇଥିଲେ ଅନୁମତି

ଦିବଂଗତ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ଜୀବନ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜା। ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ କଳଙ୍କ ଫିଲ୍ମର ସୁଟିଂ ବେଳେ ସେ ସରୋଜଙ୍କ ସହ ଏ ବାବଦରେ କଥା…

ବଲିଉଡକୁ ଆଉ ଏକ ଝଟକା: ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡକୁ ଆଉ ଏକ ଝଟକା। ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ପାଖାପାଖି ୧.୫୨ ମିନିଟିରେ ମୁମ୍ବାଇ ସ୍ଥିତ ଗୁରୁ ନାନକ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା…