ଡାକ୍ତରଖାନାର ପରିମଳ ବ୍ୟବସ୍ଥାରେ ଅବହେଳା କରିବାରୁ ୬ ସଫେଇ କର୍ମଚାରୀ ନିଲମ୍ବିତ
ଆନନ୍ଦପୁର(କେନ୍ୟୁଜ୍): ଡାକ୍ତରଖାନାର ପରିମଳ ବ୍ୟବସ୍ଥାରେ ଅବହେଳା ନେଇ ୬ ସଫେଇ କର୍ମଚାରୀ ନିଲମ୍ବିତ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ୬ ସଫେଇ କର୍ମଚାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ ଆଶିଷ ଠାକରେ। ଗତ କାଲି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଅଚାନକ ଡାକ୍ତରଖାନା…