ଆଜି ଉପନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ଡିଜିଟାଲ୍ ପ୍ଲାଟଫର୍ମରେ ଦୁଇ ଦିନ ଦଳୀୟ ପ୍ରାର୍ଥୀଙ୍କ…
ଭୁବନେଶ୍ବର: ଆଜି ଉପନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଡିଜିଟାଲ୍ ପ୍ଲାଟଫର୍ମରେ ଦୁଇ ଦିନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ନବୀନ ପଟ୍ଟନାୟକ । ଆଜି ତିର୍ତ୍ତୋଲରେ ଡିଜିଟାଲ୍ ପ୍ରଚାର କରିବେ । ବିଜୟ ଶଙ୍କରଙ୍କ ପାଇଁ ବିଜୟ ଶଙ୍ଖ ଫୁଙ୍କିବେ ନବୀନ । ସେହିପରି…