Browsing Tag

cm visit

ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ: ଉଦଘାଟନ କରିବେ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମ

ଭୁବନେଶ୍ୱର (କେନ୍ୟୁଜ): ଦୁଇ ଦିନିଆ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟା ୨୦ ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସିଧା ଯାଇ ନବନିର୍ମିତ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର କରିବେ ଶୁଭ ଉଦଘାଟନ । ମୁଖ୍ୟମନ୍ତ୍ରୀଙ୍କ…

ଆସନ୍ତା ୨୦ରେ ମାଲକାନଗିରି ଯାଇପାରନ୍ତି ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି

ମାଲକାନଗିରି (କେନ୍ଯୁଜ୍): ଆସନ୍ତା ୨୦ରେ ମାଲକାନଗିରି ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ ଯୋଜନାର ଶୁଭାରମ୍ଭ କରିବାର ଯୋଜନା ରହିଛି। ଅନ୍ୟ ଜିଲ୍ଲାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ମାଲକାନଗିରି…

ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ: ବେଲଭ୍ୟୁରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ବ୍ରୋଞ୍ଜ ନିର୍ମିତ ଭାସ୍କର୍ଯ୍ୟକୁ…

କଟକ: ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ । ଉତ୍କଳ ଦିବସ ଅବସରରେ ବେଲଭ୍ୟୁରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ବ୍ରୋଞ୍ଜ ନିର୍ମିତ ଭାସ୍କର୍ଯ୍ୟକୁ ଲୋକାର୍ପଣ କରିବେ ନବୀନ ପଟ୍ଟନାୟକ । ଏହି ପ୍ରତିମୂର୍ତ୍ତି ହେଉଛି କଟକ ଗସ୍ତ ସମୟରେ କାଠଯୋଡି ନଦୀ ପଠାରେ ଗାନ୍ଧୀ କରିଥିବା ବୈଠକର । ସେହି ସମୟର…

ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଜିଲ୍ଲା ଗସ୍ତ, ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବାର ରହିଛି…

ନୂଆପଡ଼ା: ଆଜି ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା କାର୍ଯ୍ୟକ୍ରମ ରହିଛି । ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସମେତ ୨୩ ଶହ ୩୭ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ । ସେହିପରି ୫୦ କୋଟିର…

ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଜେଇ ହେଲାଣି ସୁନ୍ଦରଗଡ଼, ମିଳିବ ୪ହଜାର ୮ଶହ କୋଟିର ପ୍ରକଳ୍ପ ଭେଟି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ। ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ଶିଳାନ୍ୟାସ କରିବେ। ଏହା ସହ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୪ହଜାର ୮ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ମଧ୍ୟ…

ଆଜି କେନ୍ଦ୍ରାପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଦ୍ରାପଡା (କେନ୍ୟୁଜ୍) : ଆଜି କେନ୍ଦ୍ରାପଡା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରୋ ସ୍ଥିତ ସିଦ୍ଧ ମହାପୁରୁଷ ପଡ଼ିଆରେ ଆୟୋଜିତ ମିଶନ ଶକ୍ତି ମହିଳା ସମାବେଶରେ ଯୋଗ ଦେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସମାବେଶରେ କେନ୍ଦ୍ରାପଡା ଓ କଟକ ଜିଲ୍ଲାରୁ…

ଆଜି ଝାରସୁଗୁଡ଼ା ଓ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ଝାରସୁଗଡ଼ା ଓ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୦ଟାରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ବନହରପାଲି ସ୍ଥିତ ଓପିଜିସିରେ ପହଞ୍ଚିବେ । ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟର ଉଦ୍ଘାଟନ କରିବେ । ଏହା ସହ…

ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ହେବାକୁ ଥିବା ବିଜୁ ଯୁବ ବାହିନୀର ଆଞ୍ଚଳିକ ସମାବେଶରେ ଯୋଗଦାନ ସହ ଉଦବୋଧନ ଦେବେ। ଏହି ଅବସରରେ ୨୦୫ କୋଟି ଟଙ୍କାର ୮୪ ପ୍ରକଳ୍ପର ଉଦ୍ଘାଟନ କରିବା ସହ ୪୬୬ କୋଟି ୧୮ ଲକ୍ଷ…

ରାୟଗଡ଼ା ଗସ୍ତରେ ଯିବେ ନବୀନ, ଜିଷ୍ଟ ପଡ଼ିଆ ମିଶନ ଶକ୍ତି କାର୍ଯ୍ୟକ୍ରମରେ କରିବେ ଯୋଗଦାନ

ରାୟଗଡ଼ା (କେନ୍ୟୁଜ୍) : ଆଜି ମୁଖ୍ୟମନ୍ତ୍ରୀଙ୍କ ରାୟଗଡ଼ା ଗସ୍ତ । ପୂର୍ବାହଣ ୧୧ଟାରେ ସ୍ଥାନୀୟ ଖଲିଗୁଡ଼ା ସ୍ଥିତ ଜିଷ୍ଟ ପଡ଼ିଆରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ମିଶନ ଶକ୍ତି ସମାବେଶରେ ୫୦ ହଜାରରୁ ଅଧିକ ମହିଳାଙ୍କ ସମାଗମ ହେବ । ରାୟଗଡ଼ା ଜିଲ୍ଲା ପାଇଁ ୭୩୭ କୋଟି…