Browsing Tag

coconut oil

ଶୀତଋତୁରେ ଫେସ୍ ଡ୍ରାଏ ହେଉଛି କି? ବ୍ୟବହାର କରନ୍ତୁ ଏହି ତେଲ

ଆସିଲାଣି ଶୀତଋତୁ । ସମସ୍ତଙ୍କୁ ଶୀତଋତୁ ବହୁତ ପସନ୍ଦ ହୋଇଥାଏ । କାହିଁକି ନା ଏହି ଋତୁରେ ପରିବେଶ ସୁନ୍ଦର ଦେଖାଯିବା ସହ ଶରୀର ମଧ୍ୟ ଫିଟ୍ ରହିଥାଏ । ଏହାସହ ଶୀତଋତୁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାରଣ ଶୀତୁଋତୁରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଯେମିତିକି…

ଚମକଦାର ତ୍ୱଚା ଚାହୁଁଛନ୍ତି କି? ଶୋଇବା ପୂର୍ବରୁ ନାଭିରେ ଲଗାନ୍ତୁ ଏହି ୩ଟି ତେଲ

ନାଭି ହେଉଛି ଶରୀରର ଏକ ଏଭଳି ଅଙ୍ଗ ଯାହାକି ଆୟୁର୍ବେଦରେ ଶରୀରର କେନ୍ଦ୍ର ଭାବରେ ବିବେଚନା କରାଯାଏ । ନାଭିର ସଠିକ୍ ଯତ୍ନ ନେବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଆୟୁର୍ବେଦ ଅନୁଯାୟୀ, ନାଭିରେ ତେଲ ଲଗାଇବା ନିହାତି ଆବଶ୍ୟକ । ଏହା କେବଳ ପେଟକୁ ସୁସ୍ଥ ରଖେ ନାହିଁ ବରଂ ତ୍ୱଚାର…

ରାତିରେ ଶୋଇବା ପୂର୍ବରୁ ବ୍ୟବହାର କରନ୍ତୁ ଏହି ତେଲ, ପାଇବେ ଚମକଦାର ତ୍ୱଚା

ଯେପରି ମର୍ନିଙ୍ଗ ସ୍କିନକେୟାର ଗୁରୁତ୍ୱପୂର୍ଣ୍ଣ, ସେହିଭଳି ନାଇଟ୍ ସ୍କିନକେୟାର ମଧ୍ୟ ଆମ ତ୍ୱଚା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ ଥର ଲୋକମାନେ ଅଳସୁଆମି ହେତୁ ରାତିରେ ସେମାନଙ୍କର ତ୍ୱଚାର ଯତ୍ନ ନିଅନ୍ତି ନାହିଁ । ରାତିରେ ଆପଣଙ୍କ ସ୍କିନର ଯତ୍ନ ନେବା ପାଇଁ ଆପଣଙ୍କୁ କୌଣସି ଦାମୀ…

ଗ୍ରୀଷ୍ମରେ ଶିଶୁଙ୍କୁ ଏହି ୨ଟି ତେଲରେ ମାଲିସ୍‌ କରନ୍ତୁ, ସ୍କିନ୍‌ ଆଲର୍ଜିରୁ ମିଳିବ ମୁକ୍ତି

ଶିଶୁମାନଙ୍କର ଯତ୍ନ ନେବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ହୋଇଥାଏ । ସାମାନ୍ୟ ଅସାବଧାନତା ମଧ୍ୟ ସେମାନଙ୍କୁ ଶୀଘ୍ର ଅସୁସ୍ଥ କରିପାରେ । ବିଶେଷକରି ଏହି ଗରମରେ ପିଲାମାନଙ୍କର ବିଶେଷ ଯତ୍ନ ନେବା ଉଚିତ । ଯେପରି କି ସେମାନଙ୍କର ସ୍କିନ୍‌ ଏତେ ସୂକ୍ଷ୍ମ ଏବଂ ନରମ ଯେ ସାମାନ୍ୟ ଖରାରେ ମଧ୍ୟ ସେମାନେ…

ହେଲଦି ସ୍କାଲ୍ପ ପାଇଁ ଆପଣାନ୍ତୁ ଘରୋଇ ଉପାୟ,ମଜବୁତ୍‌ ହେବ କେଶ

ତ୍ୱଚା ଏବଂ ଶରୀରର ଯତ୍ନ ନେବା ଭଳି ସ୍କାଲ୍ପର ଯତ୍ନ ନେବା ମଧ୍ୟ ଆବଶ୍ୟକ ହୋଇଥାଏ । କେଶ ଲମ୍ବା ହେବା, ମଜବୁତ୍‌ ହେବା, ଶାଇନ କରିବାରେ ସ୍କାଲ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଶୁଷ୍କ ଏବଂ ରୁକ୍ଷ ସ୍କାଲ୍ପ କେଶରେ ରୂପି ସମସ୍ୟା ସୃଷ୍ଟି କରେ ଏହା ସହିତ କେଶକୁ ସୁସ୍ଥ ହେବାରୁ…

ନଡ଼ିଆ ଓ ଆଲୋବେରା ଜେଲ କିପରି ନିଜ ଓଠରେ ବ୍ୟବହାର କରିବେ, ଜାଣନ୍ତୁ

ଋତୁକାଳୀନ ପରିବର୍ତ୍ତନରେ ଶରୀରର ସମସ୍ତ ଅଙ୍ଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ ହେଲେ ଏହା ତ୍ୱଚା ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ । ଘରୋଇ ଉପଚାର କରୁଥିଲେ ମଧ୍ୟ ଏହାକୁ ପରିବର୍ତ୍ତନ କରାଯାଏ । ଯଦି ଆପଣଙ୍କ ଓଠ କଳା ଏବଂ ଏହାକୁ ଆପଣ ଗୋଲାପି ରଙ୍ଗ…

ମାଇଗ୍ରେନ୍‌ ସମସ୍ୟାକୁ ଚୁଟ୍‌କିରେ ଦୂର କରିବ ମେହେନ୍ଦୀ ତେଲ, ତୁରନ୍ତ ମିଳିବ ଆରାମ

ମାଇଗ୍ରେନ୍‌ର ଯନ୍ତ୍ରଣା ଅସହ୍ୟ ହୋଇଥାଏ। ଲାଇଫ୍‌ଷ୍ଟାଇଲ୍‌ରେ ପରିବର୍ତ୍ତନ, ଅବସାଦ, କାର୍ଯ୍ୟବ୍ୟସ୍ତତା ଓ ଅନ୍ୟ କାରଣରୁ ହେଉଥିବା ମାଇଗ୍ରେନ୍‌ର ଯନ୍ତ୍ରଣା, ସାଧାରଣ ମେଡିସିନ୍‌ରେ ଦୂର ହୋଇପାରିନଥାଏ। ଅଧକପାଳି ଯୋଗୁ ପ୍ରବଳ କଷ୍ଟ ହୁଏ, ଯାହାକୁ ସହ୍ୟ କରିବା ବେଳେ ବେଳେ ଅସମ୍ଭବ ହୋଇପଡ଼େ।…

ଶୀତଦିନରେ ସ୍କିନକୁ ଟାଇଟ୍‌ ରଖେ ନଡ଼ିଆ ତେଲ, ଜାଣନ୍ତୁ କିପରି

ଶୀତ ଦିନ ଆରମ୍ଭ ହେଲାପରେ ତ୍ୱଚାକୁ ନେଇ ଚିନ୍ତା ସମସ୍ତଙ୍କର ବଢ଼ିଯାଏ। ଏହି ସମୟରେ ଜଳବାୟୁ ଶୁଷ୍କ ରହିବା କାରଣରୁ ଏହାର ସିଧାସଳଖ ପ୍ରଭାବ ଆମ ତ୍ୱଚା ଉପରେ ପଡ଼େ। ଆଜି ଆମେ ଆପଣଙ୍କୁ କହିବୁୁ ଏଥିପାଇଁ ଏକ ସୁନ୍ଦର ପ୍ରତିକାର।ଯାହାକୁ ଆପଣାଇ ଶୀତ ଦିନରେ ନିଜ ତ୍ୱଚାର ଉଚିତ ଧ୍ୟାନ ରଖିପାରିବେ।…

ଭୁଲରେ ବି ଚେହେରାରେ ଲଗାନ୍ତୁ ନାହିଁ ନଡିଆ ତେଲ, ହୋଇପାରେ ଏହି କ୍ଷତି

ଆମେ ସମସ୍ତେ ଶୁଣିଛେ ନଡିଆ ତେଲର ବ୍ୟବହାର ସୌନ୍ଦର୍ଯ୍ୟ ପ୍ରସାଧାନ ସାମଗ୍ରୀ ଭାବରେ କରାଯାଏ । ତେଣିକି ତାହା କେଶ ପାଇଁ ହେଉ ବା ତ୍ବଚା ପାଇଁ । ସମସ୍ତେ କୁହନ୍ତି ନଡିଆ ତେଲର ବ୍ୟବହାର କରିବା ଉଚିତ୍ । କିନ୍ତୁ ଆଜି ଆମେ ଆପଣଙ୍କ ନଡିଆ ତେଲ ସହ ଜଡିତ କିଛି ଭ୍ରାନ୍ତ ଧାରଣା ବିଷୟରେ କହିବୁ…