Below header
Browsing Tag

collage

ଦିଲ୍ଲୀରେ ଖୋଲିବ ସ୍କୁଲ, କଲେଜ ,କୋଚିଂ କ୍ଲାସ ଓ ଜିମ୍‌ ; ଘୋଷଣା କଲେ DDMA

ନୂଆଦିଲ୍ଲୀ : ଦିଲ୍ଲୀରେ ଖୋଲିବ ସ୍କୁଲ , କଲେଜ। DDMA ବୈଠକରେ ନିଷ୍ପତ୍ତି। ଦିଲ୍ଲୀରେ ସମସ୍ତ ସ୍କୁଲ, କଲେଜ ,କୋଚିଂ କ୍ଲାସ ଓ ଜିମ୍‌ ଖୋଲିବାକୁ ଘୋଷଣା। ପର୍ଯ୍ୟାୟ କ୍ରମେ ଖୋଲିବ ସ୍କୁଲ। ଫେବୃଆରୀ ୭ରୁ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ଏହା ସହ କମିଲା ନାଇଟ କର୍ଫ୍ୟୁ ଅବଧି। ରାତି…

ଯାଜପୁର: NC କଲେଜରେ ଅତିଥି ଅଧ୍ୟାପକ ନିଯୁକ୍ତିକୁ ବିରୋଧ,  ପ୍ରତିବାଦ କରି ତାଲା ପକାଇଲେ ଛାତ୍ରଛାତ୍ରୀ

ଯାଜପୁର ଟାଉନ: ଯାଜପୁର ନରସିଂହ ମହାବିଦ୍ୟାଳୟ ଅତିଥି ଅଧ୍ୟାପକ ନିଯୁକ୍ତିକୁ ବିରୋଧକରି ଛାତ୍ର ଅଶାନ୍ତି । ଶତାଧିକ ଛାତ୍ର ଛାତ୍ରୀ ଗେଟ ବନ୍ଦକରି ତାଲାପକାଇ ନିଯୁକ୍ତ ଅଧ୍ୟାପକ ପ୍ରଦିପ ବେହୁରିଆଙ୍କୁ ନିଳମ୍ବିତ କରିବାକୁ ଦାବି କରିଛନ୍ତି । ଛାତ୍ର ଛାତ୍ରୀଙ୍କ ଅଭିଯୋଗ ପୂର୍ବରୁ ୨ ବର୍ଷ ତଳେ…