Below header
Browsing Tag

college election

ରବିବାର ଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ ଉଠୁଛି ପଡ଼ୁଛି

ଭୁବନେଶ୍ବର (କେନ୍ୟୁଜ୍) : ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ ଉଠୁଛି ପଡ଼ୁଛି । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ନିଜ ନିଜ ସମର୍ଥକଙ୍କୁ ଧରି ପ୍ରଚାର ଚଳାଇଛନ୍ତି । ରବିବାର ଥିଲେ ମଧ୍ୟ ଘରକୁ ଘର ବୁଲି ନିଜ ସପୋର୍ଟରେ ଭୋଟ୍…

କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନେଇ ଉଦାହରଣ ସୃଷ୍ଟି କଲେ ମହର୍ଷି ଓ ବିଜେବି କଲେଜ ଛାତ୍ର ଛାତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ପୂରା ସରଗରମ । ନିର୍ବାଚନୀ ପ୍ରଚାରରେ ଉଠୁଛି ପଡୁଛି କଲେଜ ପରିସର । ହେଲେ ତା ଭିତରେ କିଛି କଲେଜରେ ଅଶାନ୍ତି ଓ  ହିଂସାକାଣ୍ଡ ଯୋଗୁଁ ନିର୍ବାଚନକୁ ବାତିଲ କରାଯାଇଛି । ଠିକ୍ ଏହିଭଳି ପରିସ୍ଥିତି ସୃଷ୍ଟି…

ଛାତ୍ର ସଂସଦ ନିର୍ବାଚନ, ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

ଭୁବନେଶ୍ବର(କେନ୍ଯୁଜ୍) : ଛାତ୍ର ସଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ କଲେଜ କ୍ୟାମ୍ପସ । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି । ଏହାପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଏହାପରେ ଜୋରଦାର ହେବ କ୍ୟାମ୍ପେନ୍‌ ଅଭିଯାନ । କ୍ଲାସ୍‌ ଟୁ କ୍ଲାସ୍‌, ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ…

କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସାକାଣ୍ଡ, ବୋମା ମାଡରେ ଥରୁଛି କ୍ଯାମ୍ପସ୍

ଯାଜପୁର(କେନ୍ଯୁଜ୍): ହିଂସା ଯୋଗୁ କିଛି ବିଶ୍ୱବିଦ୍ୟାଳୟ ଓ କଲେଜରେ ନିର୍ବାଚନ ବାତିଲ କରି ଦିଆଯାଇଛି । ଯାଜପୁର ଟାଉନ ଏନସି କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳିଛି । କଲେଜ ପରିସରରେ ଚାଲିଛି ଅଣଛାତ୍ରଙ୍କ ଗୁଣ୍ଡାରାଜ୍‌। ସେହିପରି ଗତକାଲି ବିଳମ୍ବିତ ରାତିରେ ଛାତ୍ରୀ…

ଛାତ୍ର ସଂସଦ ନିର୍ବାଚନ, ଆଜି ନାମାଙ୍କନ ଦାଖଲ କରୁଛନ୍ତି ଆଶାୟୀ ପ୍ରାର୍ଥୀ

ଭୁବନେଶ୍ବର(କେନ୍ଯୁଜ୍) : ଛାତ୍ର ସଂସଦ ନିର୍ବଚନ ପାଇଁ କ୍ୟାମ୍ପସ ଉଠୁଛି ପଡ଼ୁଛି । ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଛନ୍ତି । ୨ଟାରୁ ୪ଟା ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯିବ । ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୪…