Below header
Browsing Tag

congress leaders twitter handles locked

ଆପତ୍ତିଜନକ ପୋଷ୍ଟ କାରଣରୁ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତାଙ୍କ ଟ୍ଵିଟର ଆକାଉଣ୍ଟ ହେଲା ସସ୍ପେଣ୍ଡ

ଟ୍ଵିଟର ଇଣ୍ଡିଆ ପକ୍ଷରୁ ଗୁରୁବାର କଂଗ୍ରେସର ୨୩ ନେତାଙ୍କ ଟ୍ଵିଟର ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି। ଏହି ଲିଷ୍ଟରେ ରାହୁଲ ଗାନ୍ଧୀଙ୍କ ଟ୍ଵିଟର ଆକାଉଣ୍ଟକୁ ମଧ୍ୟ ସାମିଲ କରାଯାଇଛି। ଏହା ବ୍ୟତିତ କଂଗ୍ରେସ ପାର୍ଟିର ୭ ଆକାଉଣ୍ଟାଟଙ୍କ ଉପରେ ମଧ୍ୟ ଆକ୍ସନ ନିଆଯାଇଛି। ଯେଉଁନେତା ମାନଙ୍କ…

ରାହୁଲ ଗାନ୍ଧୀଙ୍କ ପରେ ଏବେ ଅଜୟ ମାକନ୍‌-ସୁରଜେବାଲାଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ଟ୍ଵିଟର ଆକାଉଣ୍ଟ ଲକ୍‌

କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରେ ଏବେ କଂଗ୍ରେସର କେତେକ ଅନ୍ୟ ବରିଷ୍ଠ ନେତାଙ୍କ ଟ୍ଵିଟର ଆକାଉଣ୍ଟ ବି ଲକ୍‌ ହୋଇଯାଇଛି। ପାର୍ଟି ତରଫରୁ ଅଭିଯୋଗ ଆସିଛି ଯେ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିର ମହାସଚିବ ଅଜୟ ମାକନ, କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେବାଲା, ଲୋକସଭାରେ ପାର୍ଟିର…