Browsing Tag

congress

ଚିଠି ବିବାଦ ପରେ କଂଗ୍ରେସର କଳେବର: ମହାସଚିବ ପଦରୁ ଗୁଲାମ ନବି ଆଉଟ୍‌, ରଣଦୀପ ସୁରଜେଓ୍ଵାଲା ଇନ୍

ନୂଆଦିଲ୍ଲୀ: ଚିଠି ବିବାଦ ପରେ ବଦଳିଲା କଂଗ୍ରେସର କଳେବର । ଦଳରୁ ମହାସଚିବ ପଦରୁ ଗୁଲାମ ନବି ଆଜାଦଙ୍କୁ ଅପସାରଣ କରାଯାଇଛି । ତାଙ୍କ ସ୍ଥାନରେ ରଣଦୀପ ସୁରଜେଓ୍ଵାଲାଙ୍କୁ ନିଯୁକ୍ତି କରାଯାଇଛି । ଏଥିସହ କଂଗ୍ରେସ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଉଥିବା ୬ ଜଣିଆ ବିଶେଷ ସଦସ୍ୟ କମିଟିରେ ସ୍ଥାନ…

ଆଜି ବସିବ CWC ବୈଠକ, କାହା ହାତରେ କଂଗ୍ରେସ ଦାୟିତ୍ୱ ?

ଆଜି ବସିବ ସିଡବ୍ଲୁସି ବୈଠକ । ୨୩ ଜଣ ବରିଷ୍ଠ ନେତାଙ୍କ ଚିଠି ଉପରେ କଂଗ୍ରେସରେ ହେବ ମାନସ ମନ୍ଥନ । ଦଳରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଛନ୍ତି ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ବହୁ ସିଡବ୍ଲୁସି ସଦସ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ । ଯୁବପିଢିଙ୍କୁ ଅଧିକ…

କଂଗ୍ରେସରେ କମ୍ପନ, ୨୩ ବରିଷ୍ଠ ନେତା ଉଠାଇଲେ ପରିବର୍ତ୍ତନର ସ୍ୱର, ଓଡିଶାର ପିସିସି ପରିବର୍ତ୍ତନ ପାଇଁ ତାରା…

କେନ୍ୟୁଜ୍(ବ୍ୟୁରୋ): କଂଗ୍ରେସରେ କମ୍ପନ। ୨୩ ବରିଷ୍ଠ ନେତା ଉଠାଇଲେ ପରିବର୍ତ୍ତନର ସ୍ୱର। ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଲେଖିଲେ ଚିଠି। ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ,ବହୁ ସିଡବ୍ଲୁସି ସଦସ୍ୟ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ସୋନିଆଙ୍କୁ ଚିଠି ଲେଖିଛନ୍ତି। କହିଛନ୍ତି,…

AICCରେ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଲେ ୨୩ ବରିଷ୍ଠ ନେତା

ନୂଆଦିଲ୍ଲୀ: କଂଗ୍ରେସରେ ଉଠିଲା ପରିବର୍ତ୍ତନର ସ୍ୱର। କଂଗ୍ରେସର ୨୩ ବରିଷ୍ଠ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ବରିଷ୍ଠ ନେତାଙ୍କ ମଧ୍ୟରେ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ,ବହୁ ସିଡବ୍ଲୁସି ସଦସ୍ୟ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଅଛନ୍ତି। କଂଗ୍ରେସରେ ଆମୂଳଚୂଳ…

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରୁ ମନମୋହନ ସିଂହଙ୍କୁ ଏମ୍‌ସର କାର୍ଡିଓ-ଥେରୋସିକ୍‌ କ୍ୱାର୍ଡରେ ଭର୍ତ୍ତି କରାଯାଇଛି । ଏମ୍‌ସର ଏକ ସ୍ୱତନ୍ତ୍ର…

ଟ୍ରେନ୍‌ରେ ଫେରୁଥିବା ଶ୍ରମିକଙ୍କ ଗସ୍ତ ଖର୍ଚ୍ଚ ବହନ କରିବ ପ୍ରଦେଶ କଂଗ୍ରେସ କମିଟି, ଘୋଷଣା କଲେ କଂଗ୍ରେସ ଅଧ୍ୟକ୍ଷା…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଯୋଗୁ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିଛି । ସବୁ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛି କଂଗ୍ରେସ । ଟ୍ରେନ୍‌ରେ ଫେରୁଥିବା ଶ୍ରମିକଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ ପ୍ରଦେଶ କଂଗ୍ରେସ କମିଟି । ଏନେଇ ଘୋଷଣା…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଏମ ଭି ରାଜେଶଖରନଙ୍କ ପରଲୋକ

ବେଙ୍ଗାଲୁରୁ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଏମ ଭି ରାଜେଶଖରନଙ୍କ ପରଲୋକ। ଆଜି ବେଙ୍ଗାଲୁରୁ ଏକ ମେଡିକାଲରେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା।

ହାତ ଛାଡିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଲେ…

ନୂଆଦିଲ୍ଲୀ: ହାତ ସହ ସମ୍ପର୍କ କାଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି । ଲେଖିଛନ୍ତି, କଂଗ୍ରେସ ସହ ୧୮ ବର୍ଷର…

ପୁରୀ: କଂଗ୍ରେସର ଜିଲ୍ଲାସ୍ତରୀୟ କର୍ମଶାଳାରେ ପିସିସି ସଭାପତିଙ୍କ ଉପସ୍ଥିତିରେ ମାଡପିଟ୍ ହେଲେ କର୍ମୀ, ଲହୁଲୁହାଣ ହେଲେ…

ପୁରୀ(କେନ୍ୟୁଜ୍): ପୁରୀ କଂଗ୍ରେସ ଭବନରେ ତୁମୁଳକାଣ୍ଡ । ଦଳର ଦୁଇଗୋଷ୍ଠୀ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଓ ମାରପିଟ୍‌ । ଏଥିରେ ୩ଜଣ ଆହତ ହୋଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ସହପ୍ରଭାରୀ କେ. ରୁଦ୍ରରାଜୁଙ୍କ ଉପସ୍ଥିତିରେ ଏହି ଗଣ୍ଡଗୋଳ ଘଟିଛି।…

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ, ଦିଲ୍ଲୀର ସାର୍‌ ଗଙ୍ଗାରାମ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ । ସେ ଅସୁସ୍ଥ ଅନୁଭବ କରିବାରୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋନିଆଙ୍କୁ ଜ୍ୱର ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଜଣାପଡିଛି । ତେବେ ଏହା ରୁଟିନ ଚେକଅପ୍‌ ଥିବା ସୂଚନା ମିଳିଛି ।…

ନିଜର ପ୍ରିୟ ରାଜନୈତିକ ଦଳର ନାମ ଅନୁଯାୟୀ ଉଦୟପୁର ବାସିନ୍ଦା ପୁଅର ନାଁ ରଖିଲେ କଂଗ୍ରେସ୍‌

ସାଧାରଣତଃ ଲୋକମାନେ ନିଜ ପିଲାର ନାମ କୌଣସି ଫିଲ୍ମ ଷ୍ଟାର କିମ୍ବା କୌଣସି ବଡ ମହାପୁରୁଷଙ୍କ ନାମ ରଖନ୍ତି କିନ୍ତୁ ରାଜସ୍ଥାନରେ ଜଣେ ବାପା ତାଙ୍କ ପିଲାର ନାମ ଏମିତି ରଖିଛନ୍ତି, ଯାହାର ଚର୍ଚ୍ଚା ଦୁନିଆରେ ସବୁ ଆଡେ ହେଉଛି। ଉଦୟପୁର ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ମିଡିଆ…

ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଓ ଜିତେନ୍ଦ୍ର ସିଂହ, କେନ୍ଦ୍ରକୁ କଲେ…

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଓ ଜିତେନ୍ଦ୍ର ସିଂହ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସ କାର୍ଯ୍ୟ କରୁଛି । ଦେଶରେ ମାନ୍ଦାବସ୍ଥା ଓ…