Below header
Browsing Tag

corona dead body

ହୃଦୟ ବିଦାରକ: କରୋନା କାଳରେ ସାମ୍ନାକୁ ଆସିଲା ଛାତି ଥରା ଦୃଶ୍ୟ, ଘାଟରେ ଶବକୁ ଝୁଣି ଖାଉଛନ୍ତି କୁକୁର

କରୋନା ଭାଇରସ ଏବେ ସମସ୍ତଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହି ଭାଇରସ ଯୋଗୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଜୀବନ ଯାଉଛି। ଏଭଳି ସ୍ଥିତିରେ କରୋନା ଯୋଗୁ ମୃତ୍ୟୁ ଘଟୁଥିବା ଲୋକଙ୍କ ଶେଷକୃତ୍ୟରେ ବହୁ ସମସ୍ୟା ଉପୁଜୁଛି। ସଂକ୍ରମିତ ହୋଇଥିବାରୁ କେଉଁଠି…

ହଜିଗଲା ମାନବିକତା: ଶେଷରେ ଡ଼ମ୍ପିଂୟାର୍ଡ଼ରେ ପୋଡିଦେଲେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ

ଖୋର୍ଦ୍ଧା: ଡ଼ମ୍ପିଂୟାର୍ଡ଼ରେ ପୋଡିଦେଲେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ | ଛାଡିଦେଲେ ପିପିଇ କୀଟ, ପଡ଼ିରହିଛି କୋକେଇ | ମୃତଦେହ ପ୍ୟାକିଂ ହୋଇ ଆସିଥିବା ରକ୍ତଲଗା ପଲିଥିନକୁ ମଧ୍ୟ ଫୋପାଡ଼ି ଦେଇ ଚାଲିଗଲେ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଟଣୀ ପୌର ପରିଷଦ ଅଞ୍ଚଳରେ | ଜଟଣୀ ପୌର…

ସବୁଠି କରୋନା ଭୟ, ଗାଁରୁ ତଡା ଖାଉଛି ଶବ

ରାଇରଙ୍ଗପୁର (କେନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଏକ ଗାଁରେ କୋଭିଡ ସଂକ୍ରମିତଙ୍କ ମୃତ୍ୟଦେହ ସତ୍କାରକୁ ନେଇ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ରାଇରଙ୍ଗପୁର ପୌରାଞ୍ଚଳର ଜଣେ କୋଭିଡ ସଂକ୍ରମିତଙ୍କ ମୃତ୍ୟଦେହ ସତ୍କାର କରିବା ପାଇଁ ପୌର ପ୍ରଶାସନ ଓ ପୋଲିସ ମିଳିତ…

ରାଜ୍ୟରେ ୨୪ ଘଣ୍ଟାରେ ଆଉ ତିନି ଜଣଙ୍କ ଜୀବନ ନେଲା କରୋନା, ୬୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ):  ବଢୁଛି ସଂକ୍ରମଣ, ଯାଉଛି ଜୀବନ । ରାଜ୍ୟରେ ୨୪ ଘଣ୍ଟାରେ ଆଉ ତିନି ଜଣଙ୍କ ଜୀବନ ନେଲା କରୋନା । ମୃତକ ତିନି ଜଣ ଗଞ୍ଜାମ ଜିଲ୍ଲାର । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ୬୪ ଜଣଙ୍କ ଜୀବନ ଗଲାଣି ।ସେହିପରି ୨୪ ଘଣ୍ଟାରେ ଆଉ ୫୯୫…

କରୋନା ଶବକୁ ପୋତିବାକୁ ମେଡିକାଲ ଷ୍ଟାଫ ଆପଣାଇଲେ ଭୟଙ୍କର ଉପାୟ, ଭିଡିଓ ହେଉଛି ଭାଇରଲ

ରୋନା ସମୟରେ ଦିନକୁ ଦିନ ନୂଆ ଘଟଣା ସାମ୍ନାକୁ ଆସୁଛି। କରୋନାରେ ମୃତ୍ୟୁବରଣ କରୁଥିବା ମୃତଦେହକୁ କୌଣସି ପ୍ରକାର ସମ୍ମାନ ମିଳୁନାହିଁ। ପ୍ରତିଦିନ ବିଭିନ୍ନ ପ୍ରକାର ଘଟଣା ଦେଖିବାକୁ ମିଳୁଛି। ଏମିତି ଏକ ଘଟଣା, କର୍ଣ୍ଣାଟକ ଦେବନଗେରେରେ ଦେଖିବାକୁ ମିଳିଛି। ଯେଉଁଠି ଶବକୁ ପୋତିବା ପାଇଁ…