ରାଜ୍ଯରେ କଡ଼ ଲେଉଟାଇଲାଣି କରୋନା, ୨୪ ଘଣ୍ଟାରେ ୧୧୦ ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର: ଠିକ୍ ବର୍ଷେ ପରେ । ପୁଣି ଫେରିଛି ମହାମାରୀ । ଫେରିଛି କରୋନା । ପୁଣି ଚହଳ ପକାଇଛି କୋଭିଡ୍-୧୯ । ମହାରାଷ୍ଟ୍ରରୁ ଆରମ୍ଭ କରି ଦେଶର ପ୍ରାୟ ୧୨ଟି ରାଜ୍ୟରେ କେଉଁଠି ଲକ୍ଡାଉନ୍ ତ କେଉଁଠି ସଟ୍ଡାଉନ୍ କଟକଣା ଜାରି ହୋଇଛି । ସେହିଭଳି ଓଡ଼ିଶାରେ ମଧ୍ୟ ଡରାଇଲାଣି କୋଭିଡ୍-୧୯…