Below header
Browsing Tag

corona updates

ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ନେଇ ଆସିଲା କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌, ଅତ୍ୟାବଶ୍ୟକ ସେବା ଛାଡି ଅନ୍ୟ ସମସ୍ତ…

ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ନେଇ ଆସିଲା କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌ । ଅତ୍ୟାବଶ୍ୟକ ସେବା ଛାଡି ଅନ୍ୟ ସମସ୍ତ ଚଳାଚଳ ଉପରେ ରୋକ ଲଗାଯାଇଛି । ଆସନ୍ତୁ ଜାଣିବା ନୂଆ ଗାଇଡ୍‌ଲାଇନ ଅନୁସାରେ କେଉଁ ସେବା ଜାରି ରହିବ ଏବଂ କେଉଁ ସେବା ଉପରେ ରୋକ୍ ଲଗାଯିବ  । ନୂଆ…

ଆମେରିକାରେ ଗୋଟିଏ ଦିନରେ ୨୬ ହଜାରରୁ ଅଧିକ ସଂକ୍ରମିତ, ୧୫୩୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଆମେରିକାରେ ହାହାକାର । ଗୋଟିଏ ଦିନରେ ୨୬ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୧୫୩୫ ଜଣଙ୍କ ଜୀବନ ନେଇଛି କରୋନା । ବର୍ତ୍ତମାନ ଆମେରିକାରେ ମୋଟ୍‌ ୫ ଲକ୍ଷ ୮୬ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୩ ହଜାରରୁ ଅଧିକ ଲୋକଙ୍କ ଜୀବନ…

ଆମେରିକାରେ COVID-19 ଭାଇରସରେ ୪୦ ଜଣ ଭାରତୀୟଙ୍କ ମୃତ୍ୟୁ, ପ୍ରାଣ ହରାଇଛନ୍ତି ଜଣେ ଓଡ଼ିଆ

ମାରାତ୍ମକ କରୋନା ଭାଇରସ ଆମେରିକା ପରି ମହାଶକ୍ତିକୁ ଦୋହଲାଇ ଦେଇଛି । ବିଶ୍ୱର କରୋନା ସଂକ୍ରମିତ ତାଲିକାରେ ବି ପ୍ରଥମ ଦେଶ ଭାବେ ଆଜି ଆମେରିକା ଛିଡା ହୋଇଛି । ଯେଉଁଠି ମାତ୍ର ଗୋଟିଏ ଦିନରେ ହିଁ ପ୍ରାୟ ୨ ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହି ଦେଶରେ ବସବାସ କରୁଥିବା ଭାରତୀୟ ମାନେ ବା…

କରୋନା ଯୋଦ୍ଧା ସଂକ୍ରମଣ ଦୂର କରନ୍ତି, ବଢ଼ାନ୍ତି ନାହିଁ, ନିଜ ମନରୁ ଦୂର କରନ୍ତୁ ଏହି ସବୁ ଭୁଲ ଧାରଣା

ଦେଶର ଅନେକ ସ୍ଥାନରେ କରୋନା ସହ ଲଢ଼ୁଥିବା ପ୍ରକୃତ ଯୋଦ୍ଧାଙ୍କୁ ଦୁଇ ଦୁଇଟି ଯୁଦ୍ଧ ସହ ଲଢ଼ିବାକୁ ପଡୁଛି । ଗୋଟେ ପଟେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆପ୍ରାଣ ଉଦ୍ୟମ ଚଲାଇଥିବା ବେଳେ ଅନ୍ୟ ପଟେ ତାଙ୍କ ଆଖପାଖର ଲୋକଙ୍କ ଛି ଛାକରର ସାମ୍ନା କରି ବାସନ୍ଦ ହେବାକୁ ପଡୁଛି । କାରଣ, କିଛି…

ଡାକ୍ତର ଓ ନର୍ସଙ୍କ ସମେତ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ 108 ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କରାଗଲା କ୍ୱାରେଣ୍ଟାଇନ, ଜଣେ…

ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି 2 କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ନର୍ସଙ୍କ ସମେତ 108ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। ହସ୍ପିଟାଲର ପ୍ରବକ୍ତା କହିଛନ୍ତି, 108ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ 85 ଜଣଙ୍କୁ ହୋମ କ୍ୱାରେଣ୍ଟାଇନ…