Browsing Tag

corona vaccine begins

ଆଜିଠୁ ଜୋରଦାର ହେବ ଯୁବାବର୍ଗଙ୍କୁ ଟିକାକରଣ, ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଲାଗି ନୂଆ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ସାରା ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଟୀକାକରଣ ପ୍ରକ୍ରିୟାକୁ ଚଳିତ ମାସରେ ଆହୁରି ଜୋରଦାର କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଜୁନ ମାସରେ ବାକି ୨୨ଟି ଜିଲ୍ଲା ମୁଖ୍ୟାଳୟ, ମ୍ୟୁନିସପାଲିଟି କିମ୍ବା ଏନଏସିରେ ଟୀକାକରଣ କରିବାକୁ ଯୋଜନା କରିଛନ୍ତି । ମେ ମାସରେ…

ରାଜଧାନୀରେ ଆଜିଠାରୁ ଆରମ୍ଭ ହେଲା ଭାକ୍ସିନ ଆଟ୍ ଡୋର ଷ୍ଟେପ ଅଭିଯାନ, ବିଏମସି ପକ୍ଷରୁ ୬ଟି ଆପାର୍ଟମେଣ୍ଟରେ ଚାଲିଛି…

ଭୁବନେଶ୍ବର: ରାଜଧାନୀରେ ଆଜିଠାରୁ ଆରମ୍ଭ ହେଲା ଭାକ୍ସିନ ଆଟ୍ ଡୋର ଷ୍ଟେପ ଅଭିଯାନ। ବିଏମସି ପକ୍ଷରୁ ୩ଟି ଯୋନରେ ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟୀକାକରଣ। ବିଭିନ୍ନ ଆପାର୍ଟମେଣ୍ଟର ରେସିଡେନସିଆଲ ୱେଲଫର ଆସୋସିଏସନ ପକ୍ଷରୁ ପୂର୍ବରୁ ଏନେଇ ହୋଇଥିଲା ଆବେଦନ। ପ୍ରତି ଆପାର୍ଟମେଣ୍ଟରେ ୨ଶହ…

ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ, ଭୁବନେଶ୍ୱରର ୩୦ଟି କେନ୍ଦ୍ରରେ ଚାଲିଛି ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଟିକାକରଣ। ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଗତକାଲି କେବଳ ଭୁବନେଶ୍ୱରରେ ଟିକାକରଣ ହୋଇଛି। ୩୦ଟି କେନ୍ଦ୍ରରେ ଦିଆଯାଇଛି ଟିକା। ଅନ୍‌ଲାଇନ୍‌ ପଞ୍ଜିକରଣ ସହ ସ୍ଲଟ୍‌ ବୁକିଂ କରିଥିବା ବ୍ୟକ୍ତି ନିର୍ଦ୍ଧାରିତ କେନ୍ଦ୍ରରେ…

ଆଜିଠୁ ରାଜ୍ୟରେ ବ୍ୟାପକ ହେବ ଟିକାକରଣ: ସବୁ ମେଡିକାଲ କଲେଜରେ ୫ଟି ଲେଖାଏଁ କେନ୍ଦ୍ର, ୨ ଶହ ଜଣଙ୍କୁ ଦିଆଯିବ ଟିକା

ଭୁବନେଶ୍ବର: ଗୋଟିଏ ଦିନର ବ୍ୟବଧାନ ଆଜିଠାରୁ ଜୋରଦାର ହେବ କୋଭିଡ୍‌ ଟିକାଦାନ ଅଭିଯାନ । ପ୍ରଥମ ଦିନରେ ୧୬୧ଟି କେନ୍ଦ୍ରରେ ଟିକାଦାନ ହୋଇଥିଲା । ଆଜି ଟିକାଦାନ କେନ୍ଦ୍ର ସଂଖ୍ୟାରେ ବୃଦ୍ଧି ହେବ । ଘରୋଇ ଓ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୫ଟି ଟିକାଦାନ କେନ୍ଦ୍ର ରହିବ । ପ୍ରତି…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ଜାନୁଆରୀରେ ଆସିବ ଟିକା, ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀରେ ମିଳିବ କରୋନା ଟିକା। ଭାରତରେ ଜାନୁଆରୀର କୌଣସି ସପ୍ତାହରେ ବି ଆସିପାରେ ଟିକା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ପ୍ରଥମେ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା। ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର ଯୋଦ୍ଧା, ପୋଲିସ, ମିଲିଟାରୀ ଫୋର୍ସ, ସଫେଇ…