ବଲିଉଡର ଏହି ନୂଆ ଯୋଡିଙ୍କୁ ଏକାଠି ଦେଖିବାକୁ ମିଳିବ ବଡ ପରଦାରେ, ଜାଣନ୍ତୁ ଫିଲ୍ମର ନାମ
ଚଳିତ ବର୍ଷ ଦମ୍ଦାର ଫିଲ୍ମ ଏବଂ ୱେବ୍ ସିରିଜ୍ ବ୍ୟତୀତ ବଲିଉଡର କିଛି ନୂଆ କପଲ ମଧ୍ୟ ସିନେ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଫିଲ୍ମ 'ଡନ୍ ୩'ର ରଣବୀର ସିଂ ଏବଂ କିଆରା ଆଡଭାନୀଙ୍କ ଠାରୁ ବିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ' ଛାବା' ପର୍ଯ୍ୟନ୍ତ ଏହି ତାରକାମାନେ ୨୦୨୪…