Below header
Browsing Tag

court hearing

ଅବିବାହିତା ମା’ର ସନ୍ତାନ ବି ଦେଶର ନାଗରିକ, ଦସ୍ତାବିଜରେ ଲେଖା ଯାଇପାରିବ ମା’ଙ୍କ ନାମ, କର୍ଣ୍ଣ କଥା ମନେ ପକାଇଲେ…

ନୂଆଦିଲ୍ଲୀ : କେରଳ ହାଇକୋର୍ଟ ଏକ ନିଷ୍ପତ୍ତିରେ କହିଛନ୍ତି ଯେ କାହାର ପରିଚୟ ଦେବାକୁ ସାର୍ଟିଫିକେଟରେ କେବଳ ପିତାଙ୍କ ନାମ ଲେଖିବା ଅଧିକାର ନୁହେଁ । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆବେଦନକାରୀଙ୍କ ପିତା ମାତାଙ୍କ ସ୍ଥାନରେ କେବଳ ମା’ଙ୍କ ନାମ ରଖାଯାଉ । କୋର୍ଟ ନିଜ ରାୟରେ ମହାଭାରତର…

ନାବାଳକକୁ ବଳି ଦେଇଥିବା ତାନ୍ତ୍ରିକକୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର ଟାଉନ୍‌ (କେନ୍ୟୁଜ) : ଯାଜପୁର ଜିଲ୍ଲା ଅତିରିକ୍ତ ଜିଲା ଦୌରାଜଜଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ନାବାଳକକୁ ବଳି ଦେଇ ହତ୍ୟା କରିଥିବା ତାନ୍ତ୍ରିକକୁ ଆଜୀବନ କାରାଦଣ୍ଡାଦେଶ ସହିତ ୩୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟ ଶୁଣାଇଲେ ମାନ୍ୟବର ଅଦାଲତ। ଗତ ୨୦୧୫ ମସିହା ଫେବ୍ରୁଆରୀ ୨୬…

ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି, ଆଜୀବନ କାରାଦଣ୍ଡ ଦେଲେ କଟକ ଜିଲ୍ଲା ଓ ଦୌରାଜଜ୍

କଟକ (କେନ୍ୟୁଜ୍) : ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କଟକ ଜିଲ୍ଲା ଓ ଦୌରାଜଜ୍ । ଅଭିଯୁକ୍ତ ବାବୁନା ଓରଫ ଦୁର୍ଗା ପ୍ରସାଦ ଦାଶଙ୍କୁ ଆଜୀବନ କାରାଦଣ୍ଡ, ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୩ ବର୍ଷ ଜେଲ୍ ଓ ବଳାତ୍କାର ମାମଲାରେ ୧୦ ବର୍ଷ…