Browsing Tag

covid rule violation

କୋଭିଡ ନିୟମ ଉଲ୍ଲଂଘନ କରି ସିଲ୍ ହେଲା ରାଜଧାନୀର ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ସାଇ ସରସ୍ୱତୀ ବିଦ୍ୟାମନ୍ଦିର

ଭୁବନେଶ୍ବର: କୋଭିଡ ନିୟମ ଉଲ୍ଲଂଘନ କରି ସ୍କୁଲ ସିଲ୍‌ । ରାଜଧାନୀରେ କୋଭିଡ ନିୟମ ଉଲ୍ଲଂଘନ କରି ଚିନ୍ତାମଣିଶ୍ୱର ଅଞ୍ଚଳର ସାଇ ସରସ୍ୱତୀ ବିଦ୍ୟାମନ୍ଦିର ସିଲ୍‌ । BMC ଦକ୍ଷିଣପୂର୍ବ ଜୋନ ଏନଫୋର୍ସମେଣ୍ଟ ଟିମ୍‌ ସ୍କୁଲକୁ ସିଲ କରିଛି । ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍‌ କ୍ଲାସ…

କୋଭିଡ ନିୟମ ଉଲ୍ଲଙ୍ଘନ କରି ନାଚ ଗୀତରେ ଝୁମିଲେ ହଜାର ହଜାର ଦର୍ଶକ, ସବୁଦେଖି ଚୁପ୍ ପ୍ରଶାସନ

ବାଲେଶ୍ୱର: ମହାମାରୀ କରୋନା ସମୟରେ ସାମାଜିକ ଦୂରତାକୁ ଭାଙ୍ଗି ଚାଲିଲା ଡ୍ୟାନ୍ସ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁର ହାଟରେ ଦେଖିବାକୁ ମିଳିଥିଲା ଏହି ଘଟଣା । କୋଭିଡ ନିୟମ ଉଲଘଂନ କରି ନାଚ ଗୀତର ପ୍ରୋଗ୍ରାମ ଆୟୋଜନ ହୋଇଥିଲା । ସାମାଜିକ ଦୂରତା ଉଲ୍ଲଙ୍ଘନ କରିବା ସହିତ…