Below header

କୋଭିଡ ନିୟମ ଉଲ୍ଲଂଘନ କରି ସିଲ୍ ହେଲା ରାଜଧାନୀର ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ସାଇ ସରସ୍ୱତୀ ବିଦ୍ୟାମନ୍ଦିର

ଭୁବନେଶ୍ବର: କୋଭିଡ ନିୟମ ଉଲ୍ଲଂଘନ କରି ସ୍କୁଲ ସିଲ୍‌ । ରାଜଧାନୀରେ କୋଭିଡ ନିୟମ ଉଲ୍ଲଂଘନ କରି ଚିନ୍ତାମଣିଶ୍ୱର ଅଞ୍ଚଳର ସାଇ ସରସ୍ୱତୀ ବିଦ୍ୟାମନ୍ଦିର ସିଲ୍‌ ।

BMC ଦକ୍ଷିଣପୂର୍ବ ଜୋନ ଏନଫୋର୍ସମେଣ୍ଟ ଟିମ୍‌ ସ୍କୁଲକୁ ସିଲ କରିଛି । ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍‌ କ୍ଲାସ ଚାଲିଥିଲା । ଏହାସହ କର୍ତ୍ତୃପକ୍ଷ ସ୍କୁଲରେ ପରୀକ୍ଷା ମଧ୍ୟ କରାଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.